ଖୋଲାମଞ୍ଚରେ ପ୍ରସାଦ ଓ ଭକ୍ତଙ୍କ କଥା କଟାକଟିକୁ ନେଇ କଂଗ୍ରେସରେ ଝଡ଼

ଭୁବନେଶ୍ୱର: ଖୋଲାମଞ୍ଚରେ ପ୍ରସାଦ ଓ ଭକ୍ତଙ୍କ କଥା କଟାକଟିକୁ ନେଇ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ଦଳର ବହୁ ବରିଷ୍ଠ ନେତା ଏହି ଘଟଣାକୁ ସମାଲୋଚନା କରିଛନ୍ତି। ପିସିସି ସଭାପତି ଓ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଏହି ନୂଆ କନ୍ଦଳ ଦଳ ପାଇଁ ଠିକ ନୁହେଁ ବୋଲି ହେବିୱେଟ ନେତା ମତ ଦେଇଛନ୍ତି। ଯାହାକୁ ନେଇ ଏବେ କଂଗ୍ରେସ ରାଜନୀତି ସରଗରମ ରହିଛି। ମଙ୍ଗଳବାର ମନରେଗା ସମାରୋହ ମଞ୍ଚରେ କଥା କଟା କଟି ହୋଇଥିଲେ ପିସିସି […]

prasda-bhakta

prasda-bhakta

Rakesh Mallick
  • Published: Wednesday, 03 February 2016
  • Updated: 04 February 2016, 04:08 AM IST

Sports

Latest News

ଭୁବନେଶ୍ୱର: ଖୋଲାମଞ୍ଚରେ ପ୍ରସାଦ ଓ ଭକ୍ତଙ୍କ କଥା କଟାକଟିକୁ ନେଇ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ଦଳର ବହୁ ବରିଷ୍ଠ ନେତା ଏହି ଘଟଣାକୁ ସମାଲୋଚନା କରିଛନ୍ତି। ପିସିସି ସଭାପତି ଓ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଏହି ନୂଆ କନ୍ଦଳ ଦଳ ପାଇଁ ଠିକ ନୁହେଁ ବୋଲି ହେବିୱେଟ ନେତା ମତ ଦେଇଛନ୍ତି। ଯାହାକୁ ନେଇ ଏବେ କଂଗ୍ରେସ ରାଜନୀତି ସରଗରମ ରହିଛି।

ମଙ୍ଗଳବାର ମନରେଗା ସମାରୋହ ମଞ୍ଚରେ କଥା କଟା କଟି ହୋଇଥିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ମଞ୍ଚ ଉପରେ ପିସିସି ମୁଖିଆ ଓ ଦଳର ବରିଷ୍ଠ ନେତାଙ୍କ ଏପରି ତୁ ତୁ ମେଁ ମେଁ ଦଳ ପାଇଁ ଅଡୁଆ ସୃଷ୍ଟି କରିଛି। କଂଗ୍ରେସର କନ୍ଦଳ ତ ପଦାରେ ପଡିଛି। ପୁରା ଘଟଣାକୁ ନେଇ ଦଳର ନେତାମାନେ ଖପ୍ପା ଅଛନ୍ତି। ଦଳର ବରିଷ୍ଠ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ବୈଠକରେ କିଛି ବ୍ୟତିକ୍ରମ ଘଟିଛି, ବୈଠକ ଆଗରୁ ଏ ନେଇ ଆଲୋଚନା ହେବାର ଥିଲା ବୋଲି କହିଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଭକ୍ତ-ପ୍ରସାଦ ବିବାଦ ଦଳକୁ କ୍ଷତି ପହଞ୍ଚାଇଛି। ଏହା ଦୁର୍ଭାଗ୍ୟଜନକ।

କଂଗ୍ରେସ ମୁଖପାତ୍ର ଗଣେଶ୍ୱର ବେହେରା ଏଭଳି ଘଟଣା ନ ଘଟିଥିଲେ ଭଲ ହୋଇଥାନ୍ତି ବୋଲି କହିଛନ୍ତି।

ସେହିପରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଘଟଣାକୁ ହାଲକା ଭାବେ ନେଇଛନ୍ତି। ଉଭୟ ପ୍ରସାଦ ଓ ଭକ୍ତ ଏପରି କଥାକୁ ଅସ୍ୱୀକାର କରିଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story