ଆସନ୍ତାକାଲି ଭାରତ ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛି ମିଳିତ ଟ୍ରେଡ୍ ୟୁନିୟନ୍। ରାଷ୍ଟ୍ରାୟତ କମ୍ପାନୀର ଘରୋଇକରଣକୁ ବନ୍ଦ, ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କାକୁ ଧାର୍ଯ୍ୟ, ଦରଦାମ ବୃଦ୍ଧି ରୋକିବା, ଅସଂଗଠିତ କ୍ଷେତ୍ରରେ ଶ୍ରମିକ ତଥା କ୍ଷେତ ମୂଲିଆମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସମେତ ୧୨ ଦଫା ଦାବି ନେଇ ଏହି ଧର୍ମଘଟକୁ ଓହ୍ଲାଇବେ ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌। ଶ୍ରମିକ ସଂଗଠନଗୁଡ଼ିକର ଧର୍ମଘଟ ଯୋଗୁଁ ବ୍ୟାଙ୍କ, ସରକାରୀ ଅଫିସ୍ ସମେତ ଶିଳ୍ପ ଜଗତ ପ୍ରଭାବିତ ହେବ। […]

angul

angul

Rakesh Mallick
  • Published: Thursday, 01 September 2016
  • Updated: 02 September 2016, 07:36 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛି ମିଳିତ ଟ୍ରେଡ୍ ୟୁନିୟନ୍। ରାଷ୍ଟ୍ରାୟତ କମ୍ପାନୀର ଘରୋଇକରଣକୁ ବନ୍ଦ, ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କାକୁ ଧାର୍ଯ୍ୟ, ଦରଦାମ ବୃଦ୍ଧି ରୋକିବା, ଅସଂଗଠିତ କ୍ଷେତ୍ରରେ ଶ୍ରମିକ ତଥା କ୍ଷେତ ମୂଲିଆମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସମେତ ୧୨ ଦଫା ଦାବି ନେଇ ଏହି ଧର୍ମଘଟକୁ ଓହ୍ଲାଇବେ ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌।

ଶ୍ରମିକ ସଂଗଠନଗୁଡ଼ିକର ଧର୍ମଘଟ ଯୋଗୁଁ ବ୍ୟାଙ୍କ, ସରକାରୀ ଅଫିସ୍ ସମେତ ଶିଳ୍ପ ଜଗତ ପ୍ରଭାବିତ ହେବ।

ଧର୍ମଘଟକୁ ସଫଳ କରାଇବା ନେଇ ରାଉରକେଲାରେ ବିଭିନ୍ନ ଟ୍ରେଡ୍‌ ୟୁନିୟନର ବିଭିନ୍ନ କର୍ମକର୍ତ୍ତାଙ୍କ ବୈଠକ ବସିଥିଲା। ଅନୁଗୋଳ ସ୍ଥିତ ନାଲକୋର ୮ଟି ଶ୍ରମିକ ସଂଗଠନ ମଧ୍ୟ ଏହି ଧର୍ମଘଟରେ ସାମିଲ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story