ଭଦ୍ରକ: ନିଆଁରେ ପୋଡ଼ି ହୋଇ ମହିଳା ଜୀବନ ଦଗ୍ଧ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଟସାହି ପଞ୍ଚାୟତ କୂଳସାହି ଗାଁରେ ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ  ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଜୀବନ ଦଗ୍ଧ ହୋଇଯାଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ନର୍ଗାହାଟ କୁଳ ଅଙ୍ଗନୱାଡି କେନ୍ଦ୍ରର ସହାୟକା ପବିତ୍ରା ବିଶ୍ୱାଳ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

ଆହୁରି ପଢ଼ନ୍ତୁ

କରୋନାରେ ଆସିଲା କରୁଣ କାହାଣୀ , ସ୍ୱାମୀ ସ୍ତ୍ରୀ ଚାଲିଗଲା ପରେ ଆସିଲା ଭଲ ଖବର

ଅଧିକ ଟ୍ରେନ୍ ଆସିବା ଉପରେ ଆପତ୍ତି ଉଠାଇଲା ଓଡ଼ିଶା

ସରକାର ଫେଲ୍ : ବିଧାନସଭା ଅଧିବେଶନ ଡାକିବାକୁ ଦାବି କଲା କଂଗ୍ରେସ

କରୋନା ସଂକ୍ରମିତ ବଢ଼ିଲେ ବି କଣ୍ଟ୍ରୋଲରୁମ୍ ବନ୍ଦ କଲା ଓଡ଼ିଶା

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଗରିବ ଓଡ଼ିଆଙ୍କ ପାଇଁ ସଞ୍ଜିବନୀ: ବିଜେପି

ଘରେ ପଶି ଯୁକ୍ତ ଦୁଇ ଛାତ୍ରୀଙ୍କ ବେକ କାଟି କାଟିଦେଲେ

କରୋନା ସଙ୍କଟ ଭିତରେ ୟୁଜି ଏବଂ ପିଜି ପିଲାଙ୍କ ଏମିତି କ୍ଲାସ ହେବ

ସୁସ୍ଥ ହେଲେ ୧୪୯ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି, ଏହି ୪ ହସ୍ପିଟାଲରେ ମିଳିବ ଚିକିତ୍ସା

ବାହାଘରକୁ ଯାଉଥିଲେ ପତି-ପତ୍ନୀ, ଅଧାବାଟରେ ଟାଣିନେଇଗଲା ମୃତ୍ୟୁର ଶିକୁଳି

ବଡ଼ ନାଁରେ ପରମିଶନ ଆଣି ବେଦୀରେ ସାନ ଝିଅ, ପହଞ୍ଚିଲା ପୁଲିସ, ଆଉ ତାପରେ…

ମୋବାଇଲ ପାଇଁ ବଡ଼ଭଉଣୀ ଉପରେ ରାଗି ଆତ୍ମହତ୍ୟା କଲା ସାନ ଭାଇ!