ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ

ପଟ୍ଟାମୁଣ୍ଡାଇ: ବଉଳା କୁମ୍ଭୀର ଗଣନା ପାଇଁ ଆଜିଠାରୁ ୮ ତାରିଖ ପର୍ଯ୍ୟନ୍ତ ଦର୍ଶକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ରାଜନଗର ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ବୋଟ୍ ଯୋଗୁଁ ସାଧାରଣତଃ କୁମ୍ଭୀରମାନେ ଉପରକୁ ଉଠନ୍ତି ନାହିଁ। ଦୁଇ ଓ ତିନି ତାରିଖରେ ବୋଟ୍ ଚଳାଚଳ ବନ୍ଦ ରହିବ। ଅନ୍ୟ ଦିନ ଗୁଡ଼ିକରେ ପ୍ରକୃତ ଗଣନା କାର୍ଯ୍ୟ କରାଯିବ।” ମହାକାଳପଡ଼ା, କନିକା, ଗହୀରମଥା ଓ ରାଜନଗର ରେଞ୍ଜରେ ପାଟଶାଳା […]

bhitarakanika

bhitarakanika

Rakesh Mallick
  • Published: Monday, 02 January 2017
  • Updated: 02 January 2017, 07:56 AM IST

Sports

Latest News

ପଟ୍ଟାମୁଣ୍ଡାଇ: ବଉଳା କୁମ୍ଭୀର ଗଣନା ପାଇଁ ଆଜିଠାରୁ ୮ ତାରିଖ ପର୍ଯ୍ୟନ୍ତ ଦର୍ଶକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ରାଜନଗର ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ବୋଟ୍ ଯୋଗୁଁ ସାଧାରଣତଃ କୁମ୍ଭୀରମାନେ ଉପରକୁ ଉଠନ୍ତି ନାହିଁ। ଦୁଇ ଓ ତିନି ତାରିଖରେ ବୋଟ୍ ଚଳାଚଳ ବନ୍ଦ ରହିବ। ଅନ୍ୟ ଦିନ ଗୁଡ଼ିକରେ ପ୍ରକୃତ ଗଣନା କାର୍ଯ୍ୟ କରାଯିବ।”

ମହାକାଳପଡ଼ା, କନିକା, ଗହୀରମଥା ଓ ରାଜନଗର ରେଞ୍ଜରେ ପାଟଶାଳା ଓ ଭିତରକନିକା ନଦୀନାଳରେ କୁମ୍ଭୀର ଗଣନା କାର୍ଯ୍ୟ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story