ଭୁବନେଶ୍ୱରରେ ବିଶ୍ୱ ବ୍ୟାଙ୍କର ପ୍ରତିନିଧି ଦଳ

ଭୁବନେଶ୍ୱର: ରାଜ୍ୟରେ ଶକ୍ତି ଉପଯୋଗୀ ଷ୍ଟ୍ରୀଟଲାଇଟ ବ୍ୟବସ୍ଥା ଏବଂ ବାତ୍ୟା ପ୍ରଶମନ ପାଇଁ  ଭୁବନେଶ୍ୱରରେ ବିଶ୍ୱ ବ୍ୟାଙ୍କର ପ୍ରତିନିଧି ଦଳ ପହଞ୍ଚିଛନ୍ତି। ଏହି ଟିମରେ ବିଶ୍ୱବ୍ୟାଙ୍କର ୧୪ ଜଣ କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଛନ୍ତି। ଟିମ୍‌ର ସଦସ୍ୟମାନେ ଗୋପାଳପୁର ଓ ଚିଲିକା ଯାଇ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ସେମାନେ ସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀ ସହ ଆଲୋଚନା କରିଛନ୍ତି। ଆସନ୍ତାକାଲି ଏହି ଟିମ୍ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ସହ […]

bank-

bank-

Rakesh Mallick
  • Published: Tuesday, 17 May 2016
  • Updated: 17 May 2016, 10:00 AM IST

ଭୁବନେଶ୍ୱର: ରାଜ୍ୟରେ ଶକ୍ତି ଉପଯୋଗୀ ଷ୍ଟ୍ରୀଟଲାଇଟ ବ୍ୟବସ୍ଥା ଏବଂ ବାତ୍ୟା ପ୍ରଶମନ ପାଇଁ  ଭୁବନେଶ୍ୱରରେ ବିଶ୍ୱ ବ୍ୟାଙ୍କର ପ୍ରତିନିଧି ଦଳ ପହଞ୍ଚିଛନ୍ତି। ଏହି ଟିମରେ ବିଶ୍ୱବ୍ୟାଙ୍କର ୧୪ ଜଣ କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଛନ୍ତି। ଟିମ୍‌ର ସଦସ୍ୟମାନେ ଗୋପାଳପୁର ଓ ଚିଲିକା ଯାଇ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ସେମାନେ ସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀ ସହ ଆଲୋଚନା କରିଛନ୍ତି। ଆସନ୍ତାକାଲି ଏହି ଟିମ୍ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story