ପ୍ରକାଶ ପାଇଲା ସ୍ୱଚ୍ଛ ସହର ତାଲିକା, ଭୁବନେଶ୍ୱର ୯୪ତମ ସ୍ଥାନରେ

ଭୁବନେଶ୍ୱର: କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରକାଶ ପାଇଛି ସ୍ୱଚ୍ଛ ସର୍ବେକ୍ଷଣ ୨୦୧୭ ତାଲିକା। ଏଥିରେ ସାରା ଦେଶରେ ୯୪ ତମ ସ୍ଥାନରେ ରହିଛି ଭୁବନେଶ୍ୱର। ଶ୍ରେଷ୍ଠ ଶହେ ମଧ୍ୟରେ ଓଡ଼ିଶାରୁ ଏକମାତ୍ର ସହର ଭାବେ ଭୁବନେଶ୍ୱର ସ୍ଥାନ ପାଇଛି। ରାଉରକେଲା ୧୬୮ ତମ ସ୍ଥାନରେ ଥିବା ବେଳେ ବ୍ରହ୍ମପୁର ୧୮୭, ବାଲେଶ୍ୱର ୧୯୦, ପୁରୀ ୧୯୪, କଟକ ୨୦୪, ବାରିପଦା ୨୬୧, ସମ୍ବଲପୁର ୩୨୨ ଓ ଭଦ୍ରକ ୩୪୯ ନମ୍ବର ସ୍ଥାନରେ ରହିଛନ୍ତି। […]

rajmahal

rajmahal

Rakesh Mallick
  • Published: Thursday, 04 May 2017
  • Updated: 04 May 2017, 07:09 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରକାଶ ପାଇଛି ସ୍ୱଚ୍ଛ ସର୍ବେକ୍ଷଣ ୨୦୧୭ ତାଲିକା। ଏଥିରେ ସାରା ଦେଶରେ ୯୪ ତମ ସ୍ଥାନରେ ରହିଛି ଭୁବନେଶ୍ୱର। ଶ୍ରେଷ୍ଠ ଶହେ ମଧ୍ୟରେ ଓଡ଼ିଶାରୁ ଏକମାତ୍ର ସହର ଭାବେ ଭୁବନେଶ୍ୱର ସ୍ଥାନ ପାଇଛି।

ରାଉରକେଲା ୧୬୮ ତମ ସ୍ଥାନରେ ଥିବା ବେଳେ ବ୍ରହ୍ମପୁର ୧୮୭, ବାଲେଶ୍ୱର ୧୯୦, ପୁରୀ ୧୯୪, କଟକ ୨୦୪, ବାରିପଦା ୨୬୧, ସମ୍ବଲପୁର ୩୨୨ ଓ ଭଦ୍ରକ ୩୪୯ ନମ୍ବର ସ୍ଥାନରେ ରହିଛନ୍ତି।

ଇଷ୍ଟଜୋନ୍‌ରେ ମିଲିୟନ୍ ପ୍ଲସ୍ ସିଟି ପାଇଁ ଭୁବନେଶ୍ୱରକୁ ପୁରସ୍କୃତ କରାଯାଇଛି। ଫାଷ୍ଟେଷ୍ଟ୍ ମୁଭିଂ କ୍ଲିନ୍ ସିଟି ଭାବେ ଭୁବନେଶ୍ୱର ମାନ୍ୟତା ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story