ଓଡ଼ିଶାରେ ୧୦୯୨ ଜଣଙ୍କ ଖାତାରେ ଜମା ହୋଇଛି ୫୦ ଲକ୍ଷରୁ ୩୨ କୋଟି, ଆୟକର ବିଭାଗ ମାଗିଲା ହିସାବ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ଘୋଷଣା ପରେ ଓଡ଼ିଶାର ବିଭିନ୍ନ ବ୍ୟାଙ୍କରେ ୧୦୯୨ ଜଣଙ୍କ ଖାତାରେ ଜମା ହୋଇଛି ୫୦ ଲକ୍ଷରୁ ୩୨ କୋଟି ପର୍ଯ୍ୟନ୍ତ ଟଙ୍କା। ଆୟର ଉତ୍ସ ଓ ଜମା ସଂପର୍କରେ ସଠିକ୍ ତଥ୍ୟ ଦେବାକୁ ଏସବୁ ଅଘୋଷିତ ନଗଦ ଜମାକାରୀଙ୍କୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଶେଷ ସୁଯୋଗ ଦେଇଛି ଆୟକର ବିଭାଗ। ଏହା ପରେ ଅଘୋଷିତ ଆୟରୁ ଜମା ପ୍ରମାଣ ମିଳିଲେ ଜମା ଟଙ୍କାରୁ ୮୭.୨୫ ପ୍ରତିଶତ ଜରିମାନା ଆଦାୟ କରାଯିବ […]

incometax

incometax

Rakesh Mallick
  • Published: Saturday, 11 March 2017
  • Updated: 11 March 2017, 08:54 AM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ଘୋଷଣା ପରେ ଓଡ଼ିଶାର ବିଭିନ୍ନ ବ୍ୟାଙ୍କରେ ୧୦୯୨ ଜଣଙ୍କ ଖାତାରେ ଜମା ହୋଇଛି ୫୦ ଲକ୍ଷରୁ ୩୨ କୋଟି ପର୍ଯ୍ୟନ୍ତ ଟଙ୍କା। ଆୟର ଉତ୍ସ ଓ ଜମା ସଂପର୍କରେ ସଠିକ୍ ତଥ୍ୟ ଦେବାକୁ ଏସବୁ ଅଘୋଷିତ ନଗଦ ଜମାକାରୀଙ୍କୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଶେଷ ସୁଯୋଗ ଦେଇଛି ଆୟକର ବିଭାଗ। ଏହା ପରେ ଅଘୋଷିତ ଆୟରୁ ଜମା ପ୍ରମାଣ ମିଳିଲେ ଜମା ଟଙ୍କାରୁ ୮୭.୨୫ ପ୍ରତିଶତ ଜରିମାନା ଆଦାୟ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ଉପ ଆୟକର ଆୟୁକ୍ତ ସନ୍ଦୀପ ଲକଡ଼ା। ଏହା ସହିତ ୩୦୮୦ ଜଣଙ୍କ ଜମା ଅର୍ଥ ନେଥ ବି ସନ୍ଦେହ ରହିଥିବା ଲକଡ଼ା କହିଛନ୍ତି।

ଅଘୋଷିତ ଆୟ ଜମା କରିଥିବା ଗ୍ରାହକମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସାମିଲ ହେବାକୁ ପରାମର୍ଶ ଦେଇଛି ଆୟକର ବିଭାଗ। ଏହି ଯୋଜନାରେ ଜମା କଲେ ୪୯.୫ ପ୍ରତିଶତ ଟ୍ୟାକ୍ସ କଟିବା ପରେ କଳାଟଙ୍କା ଧଳା ହୋଇଯିବ ବୋଲି ସରକାରଙ୍କ ନିୟମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story