ଭୁବନେଶ୍ୱର: ଏସି ଗାଡ଼ିରେ ବୁହା ହେଲା ଅଚିହ୍ନା ଶବ

ଭୁବନେଶ୍ୱର: ଶେଷରେ ରାଜଧାନୀ ଭୁବନେଶ୍ୱରରେ ଅଚିହ୍ନା ଶବ ବୁହା ଯିବାକୁ ଏସି ଗାଡିର ବ୍ୟବସ୍ଥା କରାଯାଇଛି। ଶୁକ୍ରବାର ଦୁଇଟି ଅଚିହ୍ନା ଶବ ଏସି ଗାଡିରେ ବୁହା ଯାଇ ସତ୍ୟନଗର ମଶାଣିକୁ ନିଆଯାଇଛି। ବିଏମ୍‌ସି ନିଜସ୍ୱ ଖର୍ଚ୍ଚରେ ଏହି ସୁବିଧା ଯୋଗାଇ ଦେଇଛି। ଆଗକୁ ଏହି ବ୍ୟବସ୍ଥା ଜାରି ରହିବ ଏବଂ ପରବର୍ତ୍ତୀ ସମୟରେ ଏଥିପାଇଁ ଅଧିକ ଅର୍ଥ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି। ମେୟର ଜେନା […]

dead body

dead body

Rakesh Mallick
  • Published: Friday, 04 March 2016
  • Updated: 04 March 2016, 05:08 PM IST

ଭୁବନେଶ୍ୱର: ଶେଷରେ ରାଜଧାନୀ ଭୁବନେଶ୍ୱରରେ ଅଚିହ୍ନା ଶବ ବୁହା ଯିବାକୁ ଏସି ଗାଡିର ବ୍ୟବସ୍ଥା କରାଯାଇଛି। ଶୁକ୍ରବାର ଦୁଇଟି ଅଚିହ୍ନା ଶବ ଏସି ଗାଡିରେ ବୁହା ଯାଇ ସତ୍ୟନଗର ମଶାଣିକୁ ନିଆଯାଇଛି। ବିଏମ୍‌ସି ନିଜସ୍ୱ ଖର୍ଚ୍ଚରେ ଏହି ସୁବିଧା ଯୋଗାଇ ଦେଇଛି। ଆଗକୁ ଏହି ବ୍ୟବସ୍ଥା ଜାରି ରହିବ ଏବଂ ପରବର୍ତ୍ତୀ ସମୟରେ ଏଥିପାଇଁ ଅଧିକ ଅର୍ଥ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି।

ମେୟର ଜେନା କରିଛନ୍ତି, “ବିଏମ୍‌ସି ପାଖରେ ବର୍ତ୍ତମାନ ଦୁଇଟି ଏସ୍‌ ଓ ଗୋଟିଏ ସାଧାରଣ ଶବବାହ ଗାଡି ଅଛି। ମେଡିକାଲରୁ ଅଚିହ୍ନା ଶବ ମଶାଣିକୁ ଯିବା ନେଇ ଯେବେ ସୂଚନା ଦିଆଯିବ ଏହି ୩ଟି ଗାଡିରୁ ଯେଉଁଟା ଥିବ ପଠାଇ ଦିଆଯିବ। ପୂର୍ବରୁ ସାଧାରଣ ଭାବେ ଅଚିହ୍ନା ଶବ ବୁହା ହୋଇ ମଶାଣିକୁ ନିଆଯାଉଥିଲା। ବିଭିନ୍ନ ମହଲରୁ ଏପରି ଶବ ବୁହାଯିବାକୁ ନାପସନ୍ଦ କରାଯିବାରୁ ଆଜିଠାରୁ ଗାଡିରେ ନିଆଯିବାର ବ୍ୟବସ୍ଥା କରାଯାଇଛି।”

ସୂଚନାଯୋଗ୍ୟ, ରାଜଧାନୀ ରାଜରାସ୍ତାରେ ଟ୍ରଲିରେ ଏକ ଅଚିହ୍ନା ଶବ ବୁହା ଯାଉଥିବା ଦୃଶ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ଘଟଣା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମାନବାଧିକାର କମିଶନ ଏହି ଘଟଣାରେ ବିଏମ୍‌ସି କମିଶନରଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story