ଭୁବନେଶ୍ୱରରେ ଆମ୍ବୁଲାନ୍ସ କରିଡର୍ ପାଇଁ ଗଠନ ହେଲା ସବ୍ କମିଟି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆମ୍ବୁଲାନ୍ସ କରିଡର୍ ପାଇଁ ଗଠନ ହେଲା ସବ୍ କମିଟି। ଉଭୟ ସରକାରୀ ଓ ଘରୋଇ ଆମ୍ବୁଲାନ୍ସରେ ଜିପିଏସ୍ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି। ଏସବୁ ଉପରେ ୧୦୮ ଆମ୍ବୁଲାନ୍ସ କଣ୍ଟ୍ରୋଲ ରୁମ୍ ଦ୍ୱାରା ନଜର ରଖାଯିବ। ଆମ୍ବୁଲାନ୍ସ ଯାତାୟତ ପାଇଁ ଗ୍ରୀନ୍ କରିଡର୍ ଉପରେ ଏହି ସବ୍ କମିଟି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବ। ଏହି ରିପୋର୍ଟକୁ ଭିତ୍ତି କରି ଆବଶ୍ୟକ ପଦକ୍ଷେପ ନିଆଯିବ। ଆଜି ପୋଲିସ୍ କମିଶନର ଡାକ୍ତର ରାଜେନ୍ଦ୍ର […]

ambulance

ambulance

Rakesh Mallick
  • Published: Tuesday, 03 November 2015
  • Updated: 03 November 2015, 03:35 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆମ୍ବୁଲାନ୍ସ କରିଡର୍ ପାଇଁ ଗଠନ ହେଲା ସବ୍ କମିଟି। ଉଭୟ ସରକାରୀ ଓ ଘରୋଇ ଆମ୍ବୁଲାନ୍ସରେ ଜିପିଏସ୍ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି। ଏସବୁ ଉପରେ ୧୦୮ ଆମ୍ବୁଲାନ୍ସ କଣ୍ଟ୍ରୋଲ ରୁମ୍ ଦ୍ୱାରା ନଜର ରଖାଯିବ। ଆମ୍ବୁଲାନ୍ସ ଯାତାୟତ ପାଇଁ ଗ୍ରୀନ୍ କରିଡର୍ ଉପରେ ଏହି ସବ୍ କମିଟି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବ। ଏହି ରିପୋର୍ଟକୁ ଭିତ୍ତି କରି ଆବଶ୍ୟକ ପଦକ୍ଷେପ ନିଆଯିବ। ଆଜି ପୋଲିସ୍ କମିଶନର ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଘରୋଇ ଓ ସରକାରୀ ହସପିଟାଲ୍ କର୍ତ୍ତୃପକ୍ଷ, ୧୦୮ ଆମ୍ବୁଲାନ୍ସ ଅଧିକାରୀ, ଟ୍ରାଫିକ୍ ଏସିପି ପ୍ରମୁଖ ଯୋଗ ଦେଇଥିଲେ।

ପୋଲିସ କମିଶନର ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ଯେ ବର୍ତ୍ତମାନ ଥିବା କଣ୍ଟ୍ରୋଲରୁମ ଗୁଡିକରେ କେଉଁ ପ୍ରକାର ଜିପିଏସ ବ୍ୟବସ୍ଥା କରିହେବ ସବ କମିଟି ତାର ତର୍ଜମା କରିବ। କମିଟି ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story