ଭୁବନେଶ୍ୱର ଅପରାଧୀଙ୍କୁ ସାବାଡ କରିବ କମିଶନରେଟ୍‌ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରକୁ ଅପରାଧ ମୁକ୍ତ ସହର କରିବାକୁ କମିଶନରେଟ୍‌ ପୋଲିସ ଅଣ୍ଟା ଭିଡିଛି। କଟକ ପରେ ଭୁବନେଶ୍ୱରରେ ମଧ୍ୟ ଅପରାଧୀଙ୍କୁ ସାବାଡ କରିବାକୁ ଅଭିଯାନ ଆରମ୍ଭ କରିଛି ପୋଲିସ। ରାଜଧାନୀରେ ଥିବା ଅଭ୍ୟାସଗତ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ସବୁ ଥାନାର ଅଧିକାରୀଙ୍କୁ ପୋଲିସ କମିଶନର ୱାଇ.ବି. ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। କଟକର ଦୁର୍ଦ୍ଦାନ୍ତ ଡି’ ବ୍ରଦର୍ସ ଗିରଫ ହେବା ପରେ ପୋଲିସ ପକ୍ଷରୁ ସହରରେ ଅପରାଧୀଙ୍କୁ ସାବାଡ କରିବାକୁ ଏକ ସୁଯୋଗ ମିଳିଛି। […]

yb khurania

yb khurania

Rakesh Mallick
  • Published: Monday, 22 February 2016
  • Updated: 22 February 2016, 11:54 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରକୁ ଅପରାଧ ମୁକ୍ତ ସହର କରିବାକୁ କମିଶନରେଟ୍‌ ପୋଲିସ ଅଣ୍ଟା ଭିଡିଛି। କଟକ ପରେ ଭୁବନେଶ୍ୱରରେ ମଧ୍ୟ ଅପରାଧୀଙ୍କୁ ସାବାଡ କରିବାକୁ ଅଭିଯାନ ଆରମ୍ଭ କରିଛି ପୋଲିସ। ରାଜଧାନୀରେ ଥିବା ଅଭ୍ୟାସଗତ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ସବୁ ଥାନାର ଅଧିକାରୀଙ୍କୁ ପୋଲିସ କମିଶନର ୱାଇ.ବି. ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି।

କଟକର ଦୁର୍ଦ୍ଦାନ୍ତ ଡି’ ବ୍ରଦର୍ସ ଗିରଫ ହେବା ପରେ ପୋଲିସ ପକ୍ଷରୁ ସହରରେ ଅପରାଧୀଙ୍କୁ ସାବାଡ କରିବାକୁ ଏକ ସୁଯୋଗ ମିଳିଛି। ଡି’ ବ୍ରଦର୍ସଙ୍କ ସହ ଲିଙ୍କରେ ଥିବା ଜଣଙ୍କ ପରେ ଜଣେ ଅପରାଧୀ ପୋଲିସ ହାତରେ ଧରାପଡି ଜେଲ ଯାଉଛନ୍ତି। ଏପରି ସ୍ଥିତିରେ ଭୁବନେଶ୍ୱରେ ଥିବା ଅପରାଧୀମାନଙ୍କୁ ସାବାଡ କରିବାକୁ କମିଶନରେଟ ପୋଲିସ ମନସ୍ଥ କରିବା ସହ ପ୍ରସ୍ତୁତି ଆରମ୍ଭ କରି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos