ଭୁବନେଶ୍ୱର ଓ ବ୍ରହ୍ମପୁର ଗହଣା ଦୋକାନରେ ଆଇଟିର ରଡ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ ଗହଣା ଦୋକାନରେ ଆୟକର ବିଭାଗ(ଆଇଟି) ଚଢ଼ାଉ କରିଛି। ଆୟକର ଫାଙ୍କିଥିବା ଅଭିଯୋଗରେ ଚଢ଼ାଉ କରାଯାଇଛି। ସେହିପରି ବ୍ରହ୍ମପୁରରେ ଏକ ଗହଣା ଦୋକାନରେ  ମଧ୍ୟ ଆୟକର ବିଭାଗ ଚଢ଼ାଉ କରି କେତେ ଗହଣା ଅଛି ଯାଞ୍ଚ କରିଥିଲେ। ଅଚଳ ଟଙ୍କା ବଦଳରେ ସୁନା କାରବାର ହୋଇଛି କି ନାହିଁ, ଷ୍ଟକ ଓ ସେଲ ରେଜିଷ୍ଟର ଠିକ୍‌ ଅଛି କି ନାହିଁ, ବିମୁଦ୍ରାକରଣ ପରେ କଳାଟଙ୍କା ଧଳା କରିବା ନେଇ କମିଶନ କାରବାର ହୋଇଛି କି ନାହିଁ […]

Income-Tax-Highway-Sign-Image-960x645

Income-Tax-Highway-Sign-Image-960x645

Rakesh Mallick
  • Published: Wednesday, 18 January 2017
  • Updated: 18 January 2017, 06:55 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ ଗହଣା ଦୋକାନରେ ଆୟକର ବିଭାଗ(ଆଇଟି) ଚଢ଼ାଉ କରିଛି। ଆୟକର ଫାଙ୍କିଥିବା ଅଭିଯୋଗରେ ଚଢ଼ାଉ କରାଯାଇଛି। ସେହିପରି ବ୍ରହ୍ମପୁରରେ ଏକ ଗହଣା ଦୋକାନରେ  ମଧ୍ୟ ଆୟକର ବିଭାଗ ଚଢ଼ାଉ କରି କେତେ ଗହଣା ଅଛି ଯାଞ୍ଚ କରିଥିଲେ। ଅଚଳ ଟଙ୍କା ବଦଳରେ ସୁନା କାରବାର ହୋଇଛି କି ନାହିଁ, ଷ୍ଟକ ଓ ସେଲ ରେଜିଷ୍ଟର ଠିକ୍‌ ଅଛି କି ନାହିଁ, ବିମୁଦ୍ରାକରଣ ପରେ କଳାଟଙ୍କା ଧଳା କରିବା ନେଇ କମିଶନ କାରବାର ହୋଇଛି କି ନାହିଁ ତା’ର ସମସ୍ତ ଦିଗକୁ ନେଇ ଆୟକର ବିଭାଗ ତର୍ଜମା କରିଛି।

ସେହିପରି କୋଲକାତା, ମୁମ୍ୱାଇ, ବିଶାଖାପାଟଣାରେ ମଧ୍ୟ ଆୟକର ବିଭାଗ ଚଢ଼ାଉ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos