ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଇନ୍‌ଜୀବୀଙ୍କ ରାସ୍ତାରୋକ

ଭୁବନେଶ୍ୱର: ଆଇନଜୀବୀ ମାନସ ଖୁଣ୍ଟିଆଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ଭୁବନେଶ୍ୱର ବାର ଆସୋସିଏସନ୍‌ ପକ୍ଷରୁ କଳ୍ପନା ଛକରେ ରାସ୍ତାରୋକ କରାଯାଇଥିଲା। ଆଇନ୍‌ଜୀବୀମାନେ ଟାୟାର ଜାଳି ରାସ୍ତା ରୋକ କରିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ଲୋକେ ନାହିଁନଥିବା ଅସୁବିଧାରେ ପଡ଼ିଥିଲେ। କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଥିବା ଆଇନ୍‌ଜୀବୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଫେବୃଆରୀ ୨ ତାରିଖରେ ରୁପାଲି ଛକରେ ଦୁର୍ଘଟଣାରେ ଆଇନ୍‌ଜୀବୀ ମାନସ ଖୁଣ୍ଟିଆଙ୍କ ମୃତ୍ୟୁ […]

bhubaneswar bar assocation

bhubaneswar bar assocation

Rakesh Mallick
  • Published: Wednesday, 08 February 2017
  • Updated: 08 February 2017, 07:41 PM IST

Sports

Latest News

ଭୁବନେଶ୍ୱର: ଆଇନଜୀବୀ ମାନସ ଖୁଣ୍ଟିଆଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ଭୁବନେଶ୍ୱର ବାର ଆସୋସିଏସନ୍‌ ପକ୍ଷରୁ କଳ୍ପନା ଛକରେ ରାସ୍ତାରୋକ କରାଯାଇଥିଲା। ଆଇନ୍‌ଜୀବୀମାନେ ଟାୟାର ଜାଳି ରାସ୍ତା ରୋକ କରିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ଲୋକେ ନାହିଁନଥିବା ଅସୁବିଧାରେ ପଡ଼ିଥିଲେ। କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଥିବା ଆଇନ୍‌ଜୀବୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ଫେବୃଆରୀ ୨ ତାରିଖରେ ରୁପାଲି ଛକରେ ଦୁର୍ଘଟଣାରେ ଆଇନ୍‌ଜୀବୀ ମାନସ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଆଇନ୍‌ଜୀବୀ ନୀଳମାଧବ ବ୍ରହ୍ମା ଗୁରୁତର ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story