ସିସୋର ମାମଲାରେ ବି.ବି ମିଶ୍ରଙ୍କୁ ପଚରାଉଚରା

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ୍ ସଂସ୍ଥା ସହିତ ସଂପୃକ୍ତିରେ ଆଜି ସିବିଆଇ ବି.ବି ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିଛି। ନେତା, ଅଫିସର ଓ ସିସୋର ମଧ୍ୟରେ ମଧ୍ୟସ୍ଥତା କରୁଥିବା ନେଇ ତାଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି। ମିଶ୍ର ହେଉଛନ୍ତି ମୁମ୍ବାଇ-ଓଡ଼ିଶା ସଂଗଠନର ପୂର୍ବତନ ସଭାପତି। ତାଙ୍କୁ ଘଣ୍ଟାଏରୁ ଅଧିକ ସମୟ ଧରି ସିବିଆଇ ପଚରାଉଚରା କରିଥିଲା। ମିଶ୍ର ପୂର୍ବରୁ ସିସୋର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ। ତେଣୁ  ତାଙ୍କ ମାଧ୍ୟମରେ ସିସୋର ଆର୍ଥିକ […]

bbmishra

bbmishra

Rakesh Mallick
  • Published: Friday, 06 January 2017
  • Updated: 07 January 2017, 11:20 AM IST

Sports

Latest News

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ୍ ସଂସ୍ଥା ସହିତ ସଂପୃକ୍ତିରେ ଆଜି ସିବିଆଇ ବି.ବି ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିଛି। ନେତା, ଅଫିସର ଓ ସିସୋର ମଧ୍ୟରେ ମଧ୍ୟସ୍ଥତା କରୁଥିବା ନେଇ ତାଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି।

ମିଶ୍ର ହେଉଛନ୍ତି ମୁମ୍ବାଇ-ଓଡ଼ିଶା ସଂଗଠନର ପୂର୍ବତନ ସଭାପତି। ତାଙ୍କୁ ଘଣ୍ଟାଏରୁ ଅଧିକ ସମୟ ଧରି ସିବିଆଇ ପଚରାଉଚରା କରିଥିଲା। ମିଶ୍ର ପୂର୍ବରୁ ସିସୋର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ। ତେଣୁ  ତାଙ୍କ ମାଧ୍ୟମରେ ସିସୋର ଆର୍ଥିକ କାରବାର ହୋଇଥିବା ସିବିଆଇ ଆଶଙ୍କା କରୁଛି।

ସିବିଆଇ ଅଫିସ୍‌ରୁ ବାହାରିବା ପରେ ସେ କହିଥିଲେ,“ମୋର ସିସୋର୍ ସହିତ ସେଭଳି କୌଣସି ଲିଙ୍କ୍ ନାହିଁ। ସିସୋରରୁ ମୁଁ କେବଳ ଏକ ପୁରସ୍କାର ପାଇଥିଲି। ସେ ବାବଦରେ ପଚରାଉଚରା କରିବା ପାଇଁ ମୋତେ ଡାକିଥିଲେ।”

ଅନ୍ୟପକ୍ଷରେ ସିସୋର ଠକେଇ ମାମଲାର ଶୁଣାଣି ଚଳିତମାସ ଆରମ୍ଭ ହେବ। ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ଏନେଇ ସମନ କରିଛନ୍ତି। ଚଳିତମାସରେ ଏହାର ଶୁଣାଣି ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story