ହରତାଳ ବେଳେ ବୃଦ୍ଧ ରୋଗୀ ଓ ଶିକ୍ଷୟିତ୍ରୀଙ୍କୁ ବିଜେଡି କର୍ମୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ସାରା ରାଜ୍ୟରେ ୫ ଘଣ୍ଟିଆ ହରତାଳ କରିଛି। ଫଳରେ ସାଧାରଣ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାଜଧାନୀର ରାଜମହଲ ଛକରେ ଆନ୍ଦୋଳନକାରୀଙ୍କ କବଳରୁ ଜଣେ ବୃଦ୍ଧ ରୋଗୀ ମଧ୍ୟ ବର୍ତ୍ତି ନ ଥିଲେ। ଅଟୋରେ ଯାଉଥିବା ବେଳେ ତାଙ୍କୁ ବିଜେଡି କର୍ମୀମାନେ ଅଟକାଇଥିଲେ। ସେ ଡାକ୍ତରଖାନା ଯାଉଛନ୍ତି ବୋଲି କହିବା ସତ୍ତ୍ୱେ କର୍ମୀମାନେ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସେହିପରି ସ୍କୁଲ […]

Rakesh Mallick
  • Published: Monday, 18 September 2017
  • Updated: 18 September 2017, 11:32 PM IST

Sports

Latest News

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ସାରା ରାଜ୍ୟରେ ୫ ଘଣ୍ଟିଆ ହରତାଳ କରିଛି। ଫଳରେ ସାଧାରଣ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାଜଧାନୀର ରାଜମହଲ ଛକରେ ଆନ୍ଦୋଳନକାରୀଙ୍କ କବଳରୁ ଜଣେ ବୃଦ୍ଧ ରୋଗୀ ମଧ୍ୟ ବର୍ତ୍ତି ନ ଥିଲେ। ଅଟୋରେ ଯାଉଥିବା ବେଳେ ତାଙ୍କୁ ବିଜେଡି କର୍ମୀମାନେ ଅଟକାଇଥିଲେ। ସେ ଡାକ୍ତରଖାନା ଯାଉଛନ୍ତି ବୋଲି କହିବା ସତ୍ତ୍ୱେ କର୍ମୀମାନେ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ସେହିପରି ସ୍କୁଲ ଯାଉଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ବିଜେଡି କର୍ମୀମାନେ ଦୁର୍ବ୍ୟବହାର କରିଛନ୍ତି। ଆନ୍ଦୋଳନକାରୀ ମହିଳାଙ୍କୁ ଟଣାଓଟରା କରିବା ପରେ ତାଙ୍କ ସ୍ୱାମୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story