ବଜାରକୁ ପ୍ରବେଶ କଲା ବିଏସ୍‌-୪ ଗ୍ରେଡ୍‌ ଇନ୍ଧନ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ତରରେ ବିଏସ୍‌-୪ ଗ୍ରେଡ୍‌ ଇନ୍ଧନ ବଜାରକୁ ପ୍ରବେଶ କରିଛି।  ଆଜି ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ଲିଙ୍କ୍‌ ଜରିଆରେ ଦେଶର ୧୨ଟି ସ୍ଥାନରେ ଏହାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପେଟ୍ରୋଲିୟମ୍ ବିଭାଗ ସଚିବ କେ.ଡି.ତ୍ରିପାଠୀଙ୍କ ସମେତ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ,ଇଣ୍ଡିଆନ୍‌ ଅଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

bbsr

bbsr

Rakesh Mallick
  • Published: Saturday, 01 April 2017
  • Updated: 01 April 2017, 02:46 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story