ଟୁଇନ୍‌ ସିଟ୍‌ରେ ଦେହ ବେପାର; ସାତ ହୋଟେଲ ଓ ପାର୍ଲର ସିଲ୍‌

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ସହରରେ ୭ଟି ହୋଟେଲ, ପାର୍ଲର ସିଲ୍ କରିଛି କମିଶନରେଟ୍ ପୋଲିସ। ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗରେ ଭୁବନେଶ୍ୱରର ୬ଟି, କଟକର ଗୋଟିଏ ହୋଟେଲ ଓ ପାର୍ଲର ସିଲ୍ କରାଯାଇଛି। ଭୁବନେଶ୍ୱରର ହୋଟେଲ ନିର୍ମଳ ପ୍ୟାଲେସ, ଜନତା ପ୍ୟାଲେସ, ମୈତ୍ରୀ ଗେଷ୍ଟ ହାଉସ, ଖୁସ୍‌ବୁ ବିଉଟି ପାର୍ଲର, ୱାନ୍ ଷ୍ଟାର ପାର୍ଲର ଓ ସହିଦ ନଗରର ଏକ ଘର ସିଲ୍ କରାଯାଇଛି। ସେହିପରି କଟକ ରାଣୀହାଟ ଛକଠାରେ ଥିବା ଏକ ହୋଟେଲ ସିଲ୍ […]

101281627-heels.530x298

101281627-heels.530x298

Rakesh Mallick
  • Published: Friday, 19 May 2017
  • Updated: 19 May 2017, 04:33 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ସହରରେ ୭ଟି ହୋଟେଲ, ପାର୍ଲର ସିଲ୍ କରିଛି କମିଶନରେଟ୍ ପୋଲିସ। ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗରେ ଭୁବନେଶ୍ୱରର ୬ଟି, କଟକର ଗୋଟିଏ ହୋଟେଲ ଓ ପାର୍ଲର ସିଲ୍ କରାଯାଇଛି। ଭୁବନେଶ୍ୱରର ହୋଟେଲ ନିର୍ମଳ ପ୍ୟାଲେସ, ଜନତା ପ୍ୟାଲେସ, ମୈତ୍ରୀ ଗେଷ୍ଟ ହାଉସ, ଖୁସ୍‌ବୁ ବିଉଟି ପାର୍ଲର, ୱାନ୍ ଷ୍ଟାର ପାର୍ଲର ଓ ସହିଦ ନଗରର ଏକ ଘର ସିଲ୍ କରାଯାଇଛି। ସେହିପରି କଟକ ରାଣୀହାଟ ଛକଠାରେ ଥିବା ଏକ ହୋଟେଲ ସିଲ୍ ହୋଇଛି। ପୂର୍ବରୁ ଦେହ ବ୍ୟବସାୟ ଧରାପଡ଼ିଥିବାରୁ ପୋଲିସ ଏଭଳି ପଦକ୍ଷେପ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story