ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ଦାୟଦଙ୍କୁ ବିଜେଡି ଗାଏବ କରାଇଛି: ବିଜେପି

ଭୁବନେଶ୍ୱର: ଆଜାଦ ହିଦ୍‌ ଫୌଜର ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲି ପଣ୍ଡାଙ୍କୁ ଗାଏବ କରିଛନ୍ତି ଶାସକ ଦଳର ନେତା। ସଂଗ୍ରାମୀମାନଙ୍କୁ ନେଇ ବିଜେଡି ହୀନ ରାଜନୀତି କରୁଛି। ଏପରି ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ। ସେ କହିଛନ୍ତି,“ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ବିଜେଡି ମୁଖପାତ୍ର ରବି ନାରାୟୟଣ ନନ୍ଦ ଏହି ସଂଗ୍ରାମୀଙ୍କ ନାତିଙ୍କୁ ଗାଏବ କରାଇଛନ୍ତି।” ବିଜେପିର ଏପରି ଆରୋପକୁ ବିଜେଡି ଖଣ୍ଡନ କରିଛି। ମନ୍ତ୍ରୀ ପ୍ରଣବ ପ୍ରକାସ ଦାସ […]

Pradeep-Purohit-BJP

Pradeep-Purohit-BJP

Rakesh Mallick
  • Published: Monday, 24 April 2017
  • Updated: 24 April 2017, 04:23 PM IST

Sports

Latest News

ଭୁବନେଶ୍ୱର: ଆଜାଦ ହିଦ୍‌ ଫୌଜର ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲି ପଣ୍ଡାଙ୍କୁ ଗାଏବ କରିଛନ୍ତି ଶାସକ ଦଳର ନେତା। ସଂଗ୍ରାମୀମାନଙ୍କୁ ନେଇ ବିଜେଡି ହୀନ ରାଜନୀତି କରୁଛି। ଏପରି ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ।

ସେ କହିଛନ୍ତି,“ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ବିଜେଡି ମୁଖପାତ୍ର ରବି ନାରାୟୟଣ ନନ୍ଦ ଏହି ସଂଗ୍ରାମୀଙ୍କ ନାତିଙ୍କୁ ଗାଏବ କରାଇଛନ୍ତି।”

ବିଜେପିର ଏପରି ଆରୋପକୁ ବିଜେଡି ଖଣ୍ଡନ କରିଛି। ମନ୍ତ୍ରୀ ପ୍ରଣବ ପ୍ରକାସ ଦାସ କହିଛନ୍ତି,“ବିଜେପି ତା’ର ବୈଦ୍ଧିକ ଚେତନା ହରାଇଛି। ସେଥିପାଇଁ ହାସ୍ୟାସ୍ପଦ କଥା କହୁଛି।”

ରବିନାରାୟଣ ନନ୍ଦ କହିଛନ୍ତି,“ଏପରି ଅବାନ୍ତର କଥା କହିବା ବିଜେପିର ଅଭ୍ୟାସ୍‌। ବିଜେପି ଏପରି ଅବାସ୍ତବ କଥା କହି ସମସ୍ୟାକୁ ଗୋଳିଆ କରିବାକୁ ଚାହୁଁଛନ୍ତି।”

ଅନ୍ୟପକ୍ଷରେ ଦୀର୍ଘ ୬ ଦିନ ଧରି ବନ୍ଦ ଥିବା ବାବୁଲି ପଣ୍ଡାଙ୍କ ମୋବାଇଲ୍‌ ଆଜି ରିଙ୍ଗ ହୋଇଥିଲା। ଜଣେ ମହିଳା ଫୋନ୍‌ ଉଠାଇ ସେ ବାବୁଲି ପଣ୍ଡାଙ୍କୁ ଚିହ୍ନିଛନ୍ତି ବୋଲି କହୁଛନ୍ତି। ତେବେ ଏହି ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story