୪ଟି ବ୍ଲକ୍‌ରେ ସାନି ମତଦାନ

ଭୁବନେଶ୍ୱର: ରାଜ୍ୟର ଯେଉଁସବୁ ବୁଥ୍‌ରେ ହିଂସାକାଣ୍ଡ ଯୋଗୁଁ ନିର୍ବାଚନକୁ ବାତିଲ କରାଯାଇଥିଲା ଆଜି ସେଗୁଡ଼ିକରୁ କିଛି ସ୍ଥାନରେ ସାନି ମତଦାନ କରାଯାଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍‌ର ଦୁଇଟି ପଞ୍ଚାୟତରେ ସାନି ମତଦାନ ହୋଇଛି। ଆମ୍ବପଡ଼ା ଗ୍ରାମପଞ୍ଚାୟତର ମଠପାଟଣା ଗାଁର ୬ ନମ୍ବର ବୁଥ୍‌ ଓ ବାଲିକେରା ପଛିପାଳ ପଞ୍ଚାୟତର ୫ ନମ୍ବର ବୁଥ୍‌ରେ ପୁନଃ ମତଦାନ ହୋଇଛି। ଏଠାରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ଦୁର୍ବୃତ୍ତମାନେ ଭୋଟ୍ ବାକ୍ସ ଲୁଟି ନେଇଥିଲେ। କେନ୍ଦୁଝର ଜିଲ୍ଲା ଘସିପୁରା […]

voting

voting

Rakesh Mallick
  • Published: Monday, 20 February 2017
  • Updated: 20 February 2017, 12:30 PM IST

ଭୁବନେଶ୍ୱର: ରାଜ୍ୟର ଯେଉଁସବୁ ବୁଥ୍‌ରେ ହିଂସାକାଣ୍ଡ ଯୋଗୁଁ ନିର୍ବାଚନକୁ ବାତିଲ କରାଯାଇଥିଲା ଆଜି ସେଗୁଡ଼ିକରୁ କିଛି ସ୍ଥାନରେ ସାନି ମତଦାନ କରାଯାଇଛି।

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍‌ର ଦୁଇଟି ପଞ୍ଚାୟତରେ ସାନି ମତଦାନ ହୋଇଛି। ଆମ୍ବପଡ଼ା ଗ୍ରାମପଞ୍ଚାୟତର ମଠପାଟଣା ଗାଁର ୬ ନମ୍ବର ବୁଥ୍‌ ଓ ବାଲିକେରା ପଛିପାଳ ପଞ୍ଚାୟତର ୫ ନମ୍ବର ବୁଥ୍‌ରେ ପୁନଃ ମତଦାନ ହୋଇଛି। ଏଠାରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ଦୁର୍ବୃତ୍ତମାନେ ଭୋଟ୍ ବାକ୍ସ ଲୁଟି ନେଇଥିଲେ।

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ର ୨ଟି ବୁଥ୍‌ରେ ସାନି ମତଦାନ ହୋଇଛି। ପଣ୍ଡୁଆ ଓ ଦରଡ଼ିପାଳରେ ଏହି ପୁନଃମତଦାନ ଅନୁଷ୍ଠିତ ହୋଇଛି। ଗତ ୧୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ବାଲଟ୍‌ରେ ତ୍ରୁଟି ଯୋଗୁଁ ଏଠାରେ ମତଦାନକୁ ବାତିଲ କରାଯାଇଥିଲା।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ କୀର୍ତ୍ତନପୁରର ୧୬ ଓ ୧୭ ନମ୍ବର ବୁଥ୍‌ରେ ହୋଇଛି ସାନି ମତଦାନ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଏଠାରୁ ଭୋଟ୍ ବାକ୍ସ ଲୁଟଇ ନେଇଥିଲେ ଦୁର୍ବୃତ୍ତ।

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ର ରଢ଼ାଙ୍ଗ ବୁଥ୍‌ରେ ଆଜି ସାନି ମତଦାନ ହୋଇଛି। ୨ୟ ପର୍ଯ୍ୟାୟ ଭୋଟ୍ ବେଳେ ଏହି ବୁଥ୍‌କୁ ଜବରଦଖଲ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

ସୂଚନାଯୋଗ୍ୟ, ଗତ ଶନିବାର ୩୬ଟି ବୁଥ୍‌ରେ ସାନି ମତଦାନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story