ଭୁବନେଶ୍ୱର: ଜିଏସ୍ଟି ଲାଗୁ ହେବା ପରେ ରାଜଧାନୀର ବିଭିନ୍ନ ସପିଂମଲ୍ରେ ଠିକରେ ପ୍ରାଇସ ଟ୍ୟାଗ ଲାଗୁଛି କି ନାହିଁ ତା’ର ଖୋଳତାଡ଼ ଆରମ୍ଭ ହୋଇଛି। ମଲଗୁଡ଼ିକରେ ଜିଏସଟି ନିୟମ ଅନୁଯାୟୀ ଗ୍ରାହକଙ୍କୁ ସେବା ମିଳୁଛି କି ନାହିଁ ଜାଣିବା ଲାଗି ଯାଞ୍ଚ୍ ଅଭିଯାନ ଆରମ୍ଭ କରିଛି ବୈଧ ମାପ ଏବଂ ଓଜନ ବିଭାଗ।
ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱର ବିଭିନ୍ନ ସପିଂମଲ୍ରେ ତନଖି କରାଯାଇଛି। ଯାଞ୍ଚ ପରେ ଭୁବନେଶ୍ୱରରେ ୨ଟି ଜଣାଶୁଣା ସପିଂମଲ୍କୁ ନୋଟିସ୍ ମଧ୍ୟ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।