ଭୁବନେଶ୍ୱର: ପାର୍ବଣରେ ଦର୍ଶକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର: ପାର୍ବଣ ବେଳେ ପୂଜା ମଣ୍ଡପଠାରୁ ଆରମ୍ଭ କରି ସାଧାରଣ ଦର୍ଶକଙ୍କ ସୁରକ୍ଷା ପାଇଁ ଫୁଲପ୍ରୁଫ ଯୋଜନା କରିଛି କମିଶନରେଟ ପୋଲିସ। ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ ସମେତ ୨ ୟୁନିଟ ଏସଓଜି ଯବାନଙ୍କୁ ଭୁବନେଶ୍ୱର ଓ କଟକରେ ମୁତୟନ କରାଯାଇଛି । ଭୁବନେଶ୍ୱରରେ ମୋଟ ୧୭୨ଟି ମେଢରୁ ୬ଟି ଓ କଟକ ସହରରେ ୧୫୮ଟି ମେଢରୁ ୧୩ଟି ଚାନ୍ଦିରେ ପ୍ରସ୍ତୁତ ହୋଇଛି । କଟକ ସହର ବ୍ୟତୀତ କମିଶନରେଟ ପୋଲିସ ଅଞ୍ଚଳରେ ୭୫ଟି ମେଢରେ ମା’ଙ୍କ ପୂଜା […]

rp sharma

rp sharma

Rakesh Mallick
  • Published: Monday, 19 October 2015
  • Updated: 19 October 2015, 04:11 AM IST

ଭୁବନେଶ୍ୱର: ପାର୍ବଣ ବେଳେ ପୂଜା ମଣ୍ଡପଠାରୁ ଆରମ୍ଭ କରି ସାଧାରଣ ଦର୍ଶକଙ୍କ ସୁରକ୍ଷା ପାଇଁ ଫୁଲପ୍ରୁଫ ଯୋଜନା କରିଛି କମିଶନରେଟ ପୋଲିସ। ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ ସମେତ ୨ ୟୁନିଟ ଏସଓଜି ଯବାନଙ୍କୁ ଭୁବନେଶ୍ୱର ଓ କଟକରେ ମୁତୟନ କରାଯାଇଛି । ଭୁବନେଶ୍ୱରରେ ମୋଟ ୧୭୨ଟି ମେଢରୁ ୬ଟି ଓ କଟକ ସହରରେ ୧୫୮ଟି ମେଢରୁ ୧୩ଟି ଚାନ୍ଦିରେ ପ୍ରସ୍ତୁତ ହୋଇଛି । କଟକ ସହର ବ୍ୟତୀତ କମିଶନରେଟ ପୋଲିସ ଅଞ୍ଚଳରେ ୭୫ଟି ମେଢରେ ମା’ଙ୍କ ପୂଜା ହେଉଛି। ସୁରକ୍ଷା ଦୃଷ୍ଟିରୁ ପେଶାଦାର ଅପରାଧୀଙ୍କୁ ସିଆରପିସିର ୧୧୦ ଧାରା ଅନୁଯାୟୀ ଗିରଫ କରାଯାଇଛି। ଗତ ଏକମାସ ମଧ୍ୟରେ ଶତାଧିକ ଅପରାଧୀଙ୍କୁ ଧାରା ୧୧୦ ଅନୁଯାୟୀ ଏବଂ ୩ଶହରୁ ଊର୍ଦ୍ଧ୍ୱ ଅପରାଧୀଙ୍କୁ ପୁରୁଣା ୱାରେଣ୍ଟ ବଳରେ ଗିରଫ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story