ଧାରଣାସ୍ଥଳରୁ ଆୟୁଷ ଡାକ୍ତରଙ୍କୁ ଉଠାଇ ନେଲା ପୋଲିସ: ୭୦ରୁ ଅଧିକ ଅଟକ

ଭୁବନେଶ୍ୱର: ଆନ୍ଦୋଳନରତ ଆୟୁଷ ଡାକ୍ତରଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଆଜି ୭୦ରୁ ଅଧିକ ଆୟୁଷ ଡାକ୍ତରଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇ ଥାନାରେ ଅଟକ ରଖିଛି ନୟାପଲ୍ଲୀ ପୋଲିସ୍। ଭଙ୍ଗାରୁଜା ସାଙ୍ଗକୁ ସରକାରୀ କାର୍ଯ୍ୟରେ ବାଧା ଅଭିଯୋଗରେ ଆୟୁଷ ଡାକ୍ତରମାନଙ୍କୁ ଅଟକ ରଖାଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଫିସ ଆଗରେ ଗତ ୩ ଦିନ ହେଲା ଆୟୁଷ ଡାକ୍ତରମାନେ ଆନ୍ଦୋଳନରେ ବସିଥିଲେ। ସ୍ଥାୟୀ ଚାକିରି ଓ କେନ୍ଦ୍ର ଅନୁମୋଦିତ ଦରମା ଦାବିରେ ଆୟୁଷ ଡାକ୍ତର ସଂଘ ପକ୍ଷରୁ ଧାରଣା […]

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 01:08 PM IST

ଭୁବନେଶ୍ୱର: ଆନ୍ଦୋଳନରତ ଆୟୁଷ ଡାକ୍ତରଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଆଜି ୭୦ରୁ ଅଧିକ ଆୟୁଷ ଡାକ୍ତରଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇ ଥାନାରେ ଅଟକ ରଖିଛି ନୟାପଲ୍ଲୀ ପୋଲିସ୍। ଭଙ୍ଗାରୁଜା ସାଙ୍ଗକୁ ସରକାରୀ କାର୍ଯ୍ୟରେ ବାଧା ଅଭିଯୋଗରେ ଆୟୁଷ ଡାକ୍ତରମାନଙ୍କୁ ଅଟକ ରଖାଯାଇଛି।

ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଫିସ ଆଗରେ ଗତ ୩ ଦିନ ହେଲା ଆୟୁଷ ଡାକ୍ତରମାନେ ଆନ୍ଦୋଳନରେ ବସିଥିଲେ। ସ୍ଥାୟୀ ଚାକିରି ଓ କେନ୍ଦ୍ର ଅନୁମୋଦିତ ଦରମା ଦାବିରେ ଆୟୁଷ ଡାକ୍ତର ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା। ରାଜ୍ୟର ସମସ୍ତ ପିଏଚ୍‌ସି ଓ ସିଏଚ୍‌ସିରେ ଆୟୁଷ ଡାକ୍ତରମାନେ ଗତ ୧୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଆସୁଛନ୍ତି।  ତେଣୁ ସେମାନଙ୍କୁ କେନ୍ଦ୍ର ଅନୁମୋଦିତ ହାରରେ ଦରମା ପ୍ରଦାନ ପାଇଁ ସଂଘ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story