ଭୁବନେଶ୍ୱରରୁ ଆରମ୍ଭ ହେଲା ବାଂଲାଦେଶ, ଭୁଟାନ, ଭାରତ ଓ ନେପାଳ ବନ୍ଧୁତ୍ୱପୂର୍ଣ୍ଣ ମୋଟର ରାଲି

ଭୁବନେଶ୍ୱର: ଭୁବନେଶ୍ୱରରୁ ଆରମ୍ଭ ହୋଇଛି ବାଂଲାଦେଶ, ଭୁଟାନ, ଭାରତ ଓ ନେପାଳ ବନ୍ଧୁତ୍ୱପୂର୍ଣ୍ଣ ମୋଟର ରାଲି। ଏହି ରାଲିକୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି. ଏଚ୍. ୱାଘେଲା ଶନିବାର ଶୁଭାରମ୍ଭ କରିଛନ୍ତି। ଏଥିରେ ହାଇକୋର୍ଟ ବିଚାରପତି ଇନ୍ଦ୍ରଜିତ ମହାନ୍ତି, ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶି ମିଶ୍ର ଓ ବିଏମସି ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ରାଲିରେ ବାଂଲାଦେଶ, ଭୁଟାନ, ଭାରତ […]

rally

rally

Rakesh Mallick
  • Published: Sunday, 15 November 2015
  • Updated: 15 November 2015, 03:57 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରୁ ଆରମ୍ଭ ହୋଇଛି ବାଂଲାଦେଶ, ଭୁଟାନ, ଭାରତ ଓ ନେପାଳ ବନ୍ଧୁତ୍ୱପୂର୍ଣ୍ଣ ମୋଟର ରାଲି। ଏହି ରାଲିକୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି. ଏଚ୍. ୱାଘେଲା ଶନିବାର ଶୁଭାରମ୍ଭ କରିଛନ୍ତି। ଏଥିରେ ହାଇକୋର୍ଟ ବିଚାରପତି ଇନ୍ଦ୍ରଜିତ ମହାନ୍ତି, ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶି ମିଶ୍ର ଓ ବିଏମସି ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ରାଲିରେ ବାଂଲାଦେଶ, ଭୁଟାନ, ଭାରତ ଓ ନେପାଳର ୮୦ ଜଣ ଭାଗ ନେଇଛନ୍ତି। ସେମାନେ ୨୦ଦିନରେ ପ୍ରାୟ ୪ହଜାର ୫ଶହ କି.ମି. ରାସ୍ତା ଅତିକ୍ରମ କରିବେ। ଏହି ରାଲି ଭୁବନେଶ୍ୱରରୁ ବାହାରି ରାଞ୍ଚି, ପାଟନା, ସିଲିଗୁଡି, ଗ୍ୟାଙ୍ଗଟକ୍, ଥିମ୍ପୁ, ସିଲଚର ଓ ଢାକା ଦେଇ କୋଲକାତାରେ ପହଞ୍ଚିବ। କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହଯୋଗରେ କଳିଙ୍ଗ ମୋଟର ସ୍ପୋର୍ଟସ କ୍ଲବ ପକ୍ଷରୁ ଏହି ରାଲି ଆୟୋଜିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story