ଭୁବନେଶ୍ୱର: ସଚିବାଳୟ ସମ୍ମୁଖରେ ବୃଦ୍ଧଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: କିଛି ଦିନ ତଳେ ସଚିବାଳୟ ଆଗରେ ବିଷ ପିଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ବେଳେ ଆଜି ଜଣେ ବୃଦ୍ଧ ଆତ୍ମହତ୍ୟା ଉଦ୍ୟମ କରୁଥିଲା । ତେବେ ସଚିବାଳୟର ଛଅ ନମ୍ୱର ଗେଟ ସମ୍ମୁଖରେ ଆତ୍ମାହୁତି କରିବା ସମୟରେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ଚିକିତ୍ସା ପାଇଁ ତାକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।  ବୃଦ୍ଧ ଜଣଙ୍କ ନାଁ ରବୀନ୍ଦ୍ର ମୋହନ ଦାସ। ସେ  ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ ଆର୍ଥିକ ଅନଟନରେ ପୀଡ଼ିତ […]

suiside-attempt

suiside-attempt

Rakesh Mallick
  • Published: Friday, 30 October 2015
  • Updated: 30 October 2015, 04:04 PM IST

ଭୁବନେଶ୍ୱର: କିଛି ଦିନ ତଳେ ସଚିବାଳୟ ଆଗରେ ବିଷ ପିଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ବେଳେ ଆଜି ଜଣେ ବୃଦ୍ଧ ଆତ୍ମହତ୍ୟା ଉଦ୍ୟମ କରୁଥିଲା । ତେବେ ସଚିବାଳୟର ଛଅ ନମ୍ୱର ଗେଟ ସମ୍ମୁଖରେ ଆତ୍ମାହୁତି କରିବା ସମୟରେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ଚିକିତ୍ସା ପାଇଁ ତାକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।  ବୃଦ୍ଧ ଜଣଙ୍କ ନାଁ ରବୀନ୍ଦ୍ର ମୋହନ ଦାସ। ସେ  ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ ଆର୍ଥିକ ଅନଟନରେ ପୀଡ଼ିତ ହୋଇ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story