ଭୁବନେଶ୍ୱର ସ୍ମାର୍ଟ ସିଟି ରୂପରେଖ ନେଇ ପ୍ରସ୍ତୁତି ବୈଠକ: ଯୋଗଦେଲେ ପ୍ରତିଷ୍ଠିତ ଆଇଟି କମ୍ପାନୀ ଅଧିକାରୀ

ଭୁବନେଶ୍ୱର: ଭୁବନେଶ୍ୱରର ସ୍ମାର୍ଟ ସିଟି ରୂପରେଖ ପ୍ରସ୍ତୁତି ନେଇ ଏକ ବୈଠକ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବହୁ ପ୍ରତିଷ୍ଠିତ ଆଇଟି କମ୍ପାନୀର ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ସ୍ମାର୍ଟ ସିଟି ପ୍ରତିଷ୍ଠା ନେଇ ପ୍ରୋଜେକ୍ଟ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ କମ୍ପାନୀମାନେ ଉପସ୍ଥାପନ କରିଛନ୍ତି। ସ୍ମାର୍ଟ ସିଟିରେ କିଭଳି ଆଇଟି ଓ ଆଇସିଟିର ଉପଯୋଗ ହୋଇପାରିବ ସେ ନେଇ ଆଲୋଚନା ହୋଇଛି। ମୁଖ୍ୟଅତିଥି ଭାବେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି […]

smart-city

smart-city

Rakesh Mallick
  • Published: Wednesday, 28 October 2015
  • Updated: 28 October 2015, 12:48 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରର ସ୍ମାର୍ଟ ସିଟି ରୂପରେଖ ପ୍ରସ୍ତୁତି ନେଇ ଏକ ବୈଠକ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବହୁ ପ୍ରତିଷ୍ଠିତ ଆଇଟି କମ୍ପାନୀର ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ସ୍ମାର୍ଟ ସିଟି ପ୍ରତିଷ୍ଠା ନେଇ ପ୍ରୋଜେକ୍ଟ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ କମ୍ପାନୀମାନେ ଉପସ୍ଥାପନ କରିଛନ୍ତି। ସ୍ମାର୍ଟ ସିଟିରେ କିଭଳି ଆଇଟି ଓ ଆଇସିଟିର ଉପଯୋଗ ହୋଇପାରିବ ସେ ନେଇ ଆଲୋଚନା ହୋଇଛି। ମୁଖ୍ୟଅତିଥି ଭାବେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଟି ସଚିବ ପ୍ରଦୀପ ଜେନା, ବିଏମସି କମିଶନର କିଶନ କୁମାର ଏବଂ ୱାଲ୍ଡ ବ୍ୟାଙ୍କ ଗ୍ରୁପର ଇଣ୍ଟର ନ୍ୟାସନାଲ ଫାଇନାନ୍ସ କର୍ପୋରେସନ ଅଧିକାରୀ ନବନୀତ୍ ଚଢା ଯୋଗଦେଇଥିଲେ। ଆଇଟି କମ୍ପାନୀଗୁଡିକ ସହିତ ଆଲୋଚନା ପରେ ରାଜ୍ୟ ସରକାର କେନ୍ଦ୍ରକୁ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story