ମେଡିସିନ୍‌ ଲୁଟ୍‌ ଘଟଣା: ୩ ଜଣଙ୍କୁ ରିମାଣ୍ଡରେ ନେଲା ଜିଆରପି

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ମେଡିସିନ୍‌ ଲୁଟ୍‌ ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ଜିଆରପି ରିମାଣ୍ଡରେ ନେଲା। ସେମାନେ ହେଲେ ସୋନୁ ପଣ୍ଡା, ଆଲାମତ୍ତ ଅନସାରୀ ଓ ବିପିନ ପଣ୍ଡା। ଆଲାମତ୍ତ ଆନସାରୀ ଓ ବିପିନ ପଣ୍ଡା ବିଭିନ୍ନ ଅପରାଧୀକ ମାମଲାରେ ଗିରଫ ହୋଇ ପଶ୍ଚିମବଙ୍ଗ ଆସାନସୋଲ ଜେଲରେ ରହିଥିଲେ। ଗତ ଦୁଇ ଦିନ ତଳେ ଭୁବନେଶ୍ୱର ଜିଆରପି ସେମାନଙ୍କୁ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଆଣି ଭୁବନେଶ୍ୱର କୋର୍ଟରେ ହାଜିର କରାଇଥିଲା। ଆଜି ଏମାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ […]

medicine

medicine

Rakesh Mallick
  • Published: Tuesday, 28 February 2017
  • Updated: 28 February 2017, 08:50 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ମେଡିସିନ୍‌ ଲୁଟ୍‌ ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ଜିଆରପି ରିମାଣ୍ଡରେ ନେଲା। ସେମାନେ ହେଲେ ସୋନୁ ପଣ୍ଡା, ଆଲାମତ୍ତ ଅନସାରୀ ଓ ବିପିନ ପଣ୍ଡା।

ଆଲାମତ୍ତ ଆନସାରୀ ଓ ବିପିନ ପଣ୍ଡା ବିଭିନ୍ନ ଅପରାଧୀକ ମାମଲାରେ ଗିରଫ ହୋଇ ପଶ୍ଚିମବଙ୍ଗ ଆସାନସୋଲ ଜେଲରେ ରହିଥିଲେ। ଗତ ଦୁଇ ଦିନ ତଳେ ଭୁବନେଶ୍ୱର ଜିଆରପି ସେମାନଙ୍କୁ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଆଣି ଭୁବନେଶ୍ୱର କୋର୍ଟରେ ହାଜିର କରାଇଥିଲା। ଆଜି ଏମାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି।

ଗତବର୍ଷ ଅକ୍ଟୋବରରେ ଭୁବନେଶ୍ୱର ରେଳ ଷ୍ଟେସନରୁ ୧୮ ଲକ୍ଷ ଟଙ୍କାର ମେଡ଼ିସିନ୍‌ ଲୁଟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos