ରାଜଧାନୀରେ ରେକର୍ଡ ତାତି: ପାରଦ ଛୁଇଁଲା ୪୩.୬ ଡିଗ୍ରୀ, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ରେକର୍ଡ ତାତି ଅନୁଭୂତ ହୋଇଛି। ଆଜି ଭୁବନେଶ୍ୱରର ପାରଦ ୪୩.୬ ଡିଗ୍ରୀ ସେଲସିୟସ ଛୁଇଁଥିଲା। ଚଳିତ ଗ୍ରୀଷ୍ମରେ ଏହା ହେଉଛି ଏପର୍ଯ୍ୟନ୍ତର ସର୍ବାଧିକ ତାପମାତ୍ର। ଅନ୍ୟପକ୍ଷରେ ଆଜି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେରହିଥିଲା। ୪ଟି ସହରର ତାପମାତ୍ରା ୪୪ ଡିଗ୍ରୀ ପାର କରିଥିଲା। ୪୪.୭ ଡିଗ୍ରୀ ସହ ଅନୁଗୋଳ ଥିଲା ସବୁଠାରୁ ଉତ୍ତପ୍ତ ସହର। ଟିଟିଲାଗଡ଼ରେ ୪୪.୫, ଝାରସୁଗୁଡ଼ାରେ ୪୪.୩ ଏବଂ ହୀରାକୁଦରେ ୪୪ ଡିଗ୍ରୀ ତାପମାତ୍ର […]

bbsr

bbsr

Rakesh Mallick
  • Published: Sunday, 04 June 2017
  • Updated: 04 June 2017, 10:43 PM IST

Sports

Latest News

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ରେକର୍ଡ ତାତି ଅନୁଭୂତ ହୋଇଛି। ଆଜି ଭୁବନେଶ୍ୱରର ପାରଦ ୪୩.୬ ଡିଗ୍ରୀ ସେଲସିୟସ ଛୁଇଁଥିଲା। ଚଳିତ ଗ୍ରୀଷ୍ମରେ ଏହା ହେଉଛି ଏପର୍ଯ୍ୟନ୍ତର ସର୍ବାଧିକ ତାପମାତ୍ର।

ଅନ୍ୟପକ୍ଷରେ ଆଜି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେରହିଥିଲା। ୪ଟି ସହରର ତାପମାତ୍ରା ୪୪ ଡିଗ୍ରୀ ପାର କରିଥିଲା। ୪୪.୭ ଡିଗ୍ରୀ ସହ ଅନୁଗୋଳ ଥିଲା ସବୁଠାରୁ ଉତ୍ତପ୍ତ ସହର। ଟିଟିଲାଗଡ଼ରେ ୪୪.୫, ଝାରସୁଗୁଡ଼ାରେ ୪୪.୩ ଏବଂ ହୀରାକୁଦରେ ୪୪ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଥିଲା।

ଏପରି ସ୍ଥିତି ଆହୁରି ୨ରୁ ୩ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos