ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ୍ ନିକଟରେ ଟ୍ରେନ୍ ଲାଇନ୍ରେ କଟି ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଦ୍ୱୟ ହେଲେ ନମିତା ବେହେରା ଓ ନଳିନୀ ପ୍ରଧାନ।
ମୃତଦେହ ଦୁଇଟିକୁ ଷ୍ଟେସନ୍ ନିକଟରୁ ଠାବ କରାଯାଇଥିଲା। ତେବେ ଏହି ଦୁଇ ମହିଳା କେଉଁ ଭଳି ପରିସ୍ଥିତିରେ ଟ୍ରେନ୍ରେ କଟିଗଲେ ସେନେଇ ସ୍ପଷ୍ଟ ହୋଇନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।