ଆଜି ବି ଭୁବନେଶ୍ୱର ଉତ୍ତପ୍ତ ସହର

ଭୁବନେଶ୍ୱର: ଗତକାଲି ପରି ଆଜି ବି ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଛି। ରାଜଧାନୀର ତାପମାତ୍ର ୦.୧ ପଏଣ୍ଟ ବଢି ୩୯.୩ରେ ପହଞ୍ଚିଛି। ଗତକାଲି ସହରର ତାପମାତ୍ରା ୩୯.୨ ଡିଗ୍ରୀ ସେଲସିୟସ ଥିଲା। ଦିନ ୧୧ଟା ପରେ ଲୋକେ ତାତି ଅନୁଭବ କରିଥିଲେ। ଚଳିତବର୍ଷ ମାର୍ଚ୍ଚ ଓ ଏପ୍ରିଲ୍ ମାସରେ ତାତି ସ୍ୱାଭାବିକଠାରୁ ୨ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଗୁରୁବାର ରାଜଧାନୀର ତାପମାତ୍ରା ଗତ ୩ ବର୍ଷର ରେକର୍ଡ […]

temperature

temperature

Rakesh Mallick
  • Published: Friday, 19 February 2016
  • Updated: 19 February 2016, 05:34 PM IST

Sports

Latest News

ଭୁବନେଶ୍ୱର: ଗତକାଲି ପରି ଆଜି ବି ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଛି। ରାଜଧାନୀର ତାପମାତ୍ର ୦.୧ ପଏଣ୍ଟ ବଢି ୩୯.୩ରେ ପହଞ୍ଚିଛି। ଗତକାଲି ସହରର ତାପମାତ୍ରା ୩୯.୨ ଡିଗ୍ରୀ ସେଲସିୟସ ଥିଲା। ଦିନ ୧୧ଟା ପରେ ଲୋକେ ତାତି ଅନୁଭବ କରିଥିଲେ। ଚଳିତବର୍ଷ ମାର୍ଚ୍ଚ ଓ ଏପ୍ରିଲ୍ ମାସରେ ତାତି ସ୍ୱାଭାବିକଠାରୁ ୨ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ଗୁରୁବାର ରାଜଧାନୀର ତାପମାତ୍ରା ଗତ ୩ ବର୍ଷର ରେକର୍ଡ ଭାଙ୍ଗିଥିଲା। ତେବେ ୨୨ ତାରିଖ ପରେ ତାପମାତ୍ରାରେ ୨ ଡିଗ୍ରୀ କମ୍ ହେବା ନେଇ ପାଣିପାଗ ବଭାଗ ସୂଚନା ଦିଆଯାଇଛି। ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos