ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀ ହଟହଟ୍ଟା

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ଗତକାଲି ଯାତ୍ରୀଙ୍କୁ ହଟହଟ୍ଟା ହେବାକୁ ପଡିଛି। ବିମାନ ନ ଆସିବାରୁ ଘଣ୍ଟା ଘଣ୍ଟା ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ପଡିଥିଲା। ଶେଷରେ ବିଳମ୍ୱିତରେ ଯାତ୍ରୀଙ୍କୁ ବିଭିନ୍ନ ହୋଟେଲରେ ରଖାଯାଇଥିଲା। ତେବେ ବିମାନ କେତେବେଳେ ଯିବ କର୍ତ୍ତୃପକ୍ଷ ସଠିକ୍ ସୂଚନା ଦେଇ ନ ଥିବାରୁ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଆସନ୍ତୋଷ ପ୍ରକାଶ ପାଇଥିଲା। ରବିବାର ରାତି ପ୍ରାୟ ସାଢେ ୯ଟାରେ ଦିଲ୍ଲୀ ଯିବା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀମାନେ ପହଞ୍ଚିଥିଲେ। ରାତି ସାଢେ଼ ୧୦ଟାରେ […]

AIRPORT

AIRPORT

Rakesh Mallick
  • Published: Monday, 04 January 2016
  • Updated: 04 January 2016, 02:57 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ଗତକାଲି ଯାତ୍ରୀଙ୍କୁ ହଟହଟ୍ଟା ହେବାକୁ ପଡିଛି। ବିମାନ ନ ଆସିବାରୁ ଘଣ୍ଟା ଘଣ୍ଟା ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ପଡିଥିଲା। ଶେଷରେ ବିଳମ୍ୱିତରେ ଯାତ୍ରୀଙ୍କୁ ବିଭିନ୍ନ ହୋଟେଲରେ ରଖାଯାଇଥିଲା। ତେବେ ବିମାନ କେତେବେଳେ ଯିବ କର୍ତ୍ତୃପକ୍ଷ ସଠିକ୍ ସୂଚନା ଦେଇ ନ ଥିବାରୁ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଆସନ୍ତୋଷ ପ୍ରକାଶ ପାଇଥିଲା।

ରବିବାର ରାତି ପ୍ରାୟ ସାଢେ ୯ଟାରେ ଦିଲ୍ଲୀ ଯିବା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀମାନେ ପହଞ୍ଚିଥିଲେ। ରାତି ସାଢେ଼ ୧୦ଟାରେ ଏୟାର ଇଣ୍ଡିଆ ବିମାନ ଦିଲ୍ଲୀ ଯିବାର ଥିଲା। ତେବେ ବିମାନ ଆସିଲା ନାହିଁ। ରାତି ସାଢେ ଗୋଟାଏରେ ଉଡାଣ ହେବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ଘୋଷଣା କଲେ। ପରେ ଏହା ରାତି ୨ଟାକୁ ପରିବର୍ତ୍ତନ ହେଲା। ତଥାପି ବିମାନ ପହଞ୍ଚିଲା ନାହିଁ। ଶେଷରେ କର୍ତ୍ତୃପକ୍ଷ ବିମାନ ବାତିଲ ହୋଇଯାଇଥିବା ଘୋଷଣା କରିଥିଲେ। ବିଳମ୍ୱିତ ରାତିରେ ଯାତ୍ରୀଙ୍କୁ ବିଭିନ୍ନ ହୋଟେଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବିମାନ କେତେବେଳେ ଦିଲ୍ଲୀ ଯିବ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନ ଥିଲେ। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଏଭଳି ଖାମଖିଆଲ ନୀତିକୁ ନେଇ ଯାତ୍ରୀ ଶିଶିର ଦାସ ଏବଂ ଶୁଭଙ୍କର ସାମଲ ପ୍ରମୁଖ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଏୟାର ଇଣ୍ଡିଆର ବିମାନ ଏଆଇ-୦୭୩ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବାବେଳେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଫଳରେ ବିମାନ କୋଲକାତାରେ ଅବତରଣ କରିଥିଲା। ତେବେ ସେଠାରେ ମରାମତି ହୋଇ ନ ପାରିବାରୁ ବିମାନକୁ ବାତିଲ କରାଯାଇଥିବା ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଶରତ କୁମାର କହିଛନ୍ତି।

କିଛି ଦିନ ତଳେ କୁହୁଡ଼ି ଯୋଗୁ କୋଲକାତାରେ ଅବତରଣ କରିବାକୁ ଥିବା ୫ଟି ବିମାନକୁ ଭୁବନେଶ୍ୱର ଡାଇଭର୍ଟ କରାଯାଇଥିଲା। ତେବେ ଏସବୁ ବିମାନରେ ଆସିଥିବା ଯାତ୍ରୀଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇ ନ ଥିବାରୁ ସେମାନେ ରାତି ତମାମ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story