ଭୁବନେଶ୍ୱର ବିମାନମନ୍ଦର ପରିସରରେ ଓଡ଼ିଶାର ଥ୍ରୀ-ଡି ମ୍ୟାପ୍ ଉନ୍ମୋଚିତ

ଭୁବନେଶ୍ୱର:  ଭୁବନେଶ୍ୱର ବିମାନବନ୍ଦର ପରିସରରେ ଆଜି  ଓଡ଼ିଶାର ଥ୍ରୀଡି ମ୍ୟାପ୍ ଉନ୍ମୋଚିତ ହୋଇଛି। ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏହାର ଉନ୍ମୋଚନ କରିଛନ୍ତି। ଏଥିରେ ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି, ବିମାନବନ୍ଦର ନିର୍ଦ୍ଦେଶକ ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଥ୍ରୀଡି ମ୍ୟାପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀ ସଂପର୍କରେ ଉଲ୍ଲେଖ ରହିଛି। ଏହାଦ୍ୱାରା ପର୍ଯ୍ୟଟକମାନେ ସହଜରେ ଏ ସଂପର୍କରେ ସୂଚନା ପାଇପାରିବେ। ଆଜିଠୁ ଫେଡେରେସନ୍ ଅଫ୍ […]

bhu

bhu

Rakesh Mallick
  • Published: Friday, 25 September 2015
  • Updated: 25 September 2015, 08:02 AM IST

Sports

Latest News

bhubanswerଭୁବନେଶ୍ୱର:  ଭୁବନେଶ୍ୱର ବିମାନବନ୍ଦର ପରିସରରେ ଆଜି  ଓଡ଼ିଶାର ଥ୍ରୀଡି ମ୍ୟାପ୍ ଉନ୍ମୋଚିତ ହୋଇଛି। ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏହାର ଉନ୍ମୋଚନ କରିଛନ୍ତି। ଏଥିରେ ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି, ବିମାନବନ୍ଦର ନିର୍ଦ୍ଦେଶକ ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଥ୍ରୀଡି ମ୍ୟାପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀ ସଂପର୍କରେ ଉଲ୍ଲେଖ ରହିଛି। ଏହାଦ୍ୱାରା ପର୍ଯ୍ୟଟକମାନେ ସହଜରେ ଏ ସଂପର୍କରେ ସୂଚନା ପାଇପାରିବେ। ଆଜିଠୁ ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆରମ୍ଭ ହେଉଛି। ଏଥିରେ ଦେଶ ବିଦେଶର ୮ଶହ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story