ଭୁବନେଶ୍ୱର: ହାଇୱା ପଛକୁ ଧକ୍କା ଦେଲା ଟ୍ରକ୍‌, ୨ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଓଭରବ୍ରିଜ ନିକଟରେ ଆଜି ଭୋରରୁ ହାଇୱାକୁ ପଛ ପଟୁ ଟ୍ରକ୍‌ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକହେଲେ ହାଇୱା ଡ୍ରାଇଭର ଓ ହେଲପର।  ମୃତକଙ୍କ  ପରିଚୟ ମିଳିନାହିଁ।

road-accident

road-accident

Rakesh Mallick
  • Published: Wednesday, 08 February 2017
  • Updated: 08 February 2017, 08:46 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଓଭରବ୍ରିଜ ନିକଟରେ ଆଜି ଭୋରରୁ ହାଇୱାକୁ ପଛ ପଟୁ ଟ୍ରକ୍‌ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକହେଲେ ହାଇୱା ଡ୍ରାଇଭର ଓ ହେଲପର।  ମୃତକଙ୍କ  ପରିଚୟ ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos