ଭୁବନେଶ୍ୱର: ହାଇୱା ପଛକୁ ଧକ୍କା ଦେଲା ଟ୍ରକ୍‌, ୨ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଓଭରବ୍ରିଜ ନିକଟରେ ଆଜି ଭୋରରୁ ହାଇୱାକୁ ପଛ ପଟୁ ଟ୍ରକ୍‌ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକହେଲେ ହାଇୱା ଡ୍ରାଇଭର ଓ ହେଲପର।  ମୃତକଙ୍କ  ପରିଚୟ ମିଳିନାହିଁ।