ଭୁବନେଶ୍ୱର: ଇଡକୋ ଟାୱାରରୁ ପଡ଼ି ଠିକାଦାର ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଇଡକୋ ଟାୱାର ଛାତରୁ ଡେଇଁ ଜଣେ ଠିକାଦାରଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କର ନାଁ ଗଜେନ୍ଦ୍ରନାଥ ଦାସ। ସେ ଜଣେ ‘ଏ’ କ୍ଲାସ କଣ୍ଟ୍ରାକ୍ଟର ଥିଲେ। ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି। ଏଥିରେ ଇଡକୋ ଠାରୁ ବକେୟା ଅର୍ଥ ନ ମିଳିବାରୁ ସେ ଆତ୍ମହତ୍ୟା କରିବାକୁ ଯାଉଥିବା ଉଲ୍ଲେଖ କରିଥିବା ସୂଚନା ମିଳିଛି। ଗଜେନ୍ଦ୍ରଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗର ବଳେଇପୁର। ସେ ଭୁବନେଶ୍ୱର ଲକ୍ଷ୍ମୀସାଗର ସାରଳା ନଗରରେ […]

IDCO TOWER DEATH

IDCO TOWER DEATH

Rakesh Mallick
  • Published: Tuesday, 20 October 2015
  • Updated: 20 October 2015, 03:07 PM IST

Sports

Latest News

IDCO TOWER DEATH

ଭୁବନେଶ୍ୱର: ଭୁବନେଶ୍ୱର ଇଡକୋ ଟାୱାର ଛାତରୁ ଡେଇଁ ଜଣେ ଠିକାଦାରଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କର ନାଁ ଗଜେନ୍ଦ୍ରନାଥ ଦାସ। ସେ ଜଣେ ‘ଏ’ କ୍ଲାସ କଣ୍ଟ୍ରାକ୍ଟର ଥିଲେ। ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି। ଏଥିରେ ଇଡକୋ ଠାରୁ ବକେୟା ଅର୍ଥ ନ ମିଳିବାରୁ ସେ ଆତ୍ମହତ୍ୟା କରିବାକୁ ଯାଉଥିବା ଉଲ୍ଲେଖ କରିଥିବା ସୂଚନା ମିଳିଛି। ଗଜେନ୍ଦ୍ରଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗର ବଳେଇପୁର। ସେ ଭୁବନେଶ୍ୱର ଲକ୍ଷ୍ମୀସାଗର ସାରଳା ନଗରରେ ରହୁଥିଲେ। ଗଜେନ୍ଦ୍ରଙ୍କ ଡ୍ରାଇଭର ଉମେଶ ଘଡାଇଙ୍କ ସୂଚନା ଅନୁଯାୟୀ, ସେ କୋଣାର୍କ ଓ ରାହାମାରେ ଥିବା ନବୋଦୟ ସ୍କୁଲ୍ ନିର୍ମାଣ କାମ କରୁଥିଲେ । ସେ ୫ରୁ ୬ ବର୍ଷ ହେବ ବକେୟା ଅର୍ଥ ପାଇଁ ନିୟମିତ ଭାବେ ଆସୁଥିଲେ ମଧ୍ୟ ତାଙ୍କୁ ବାକୟା ଅର୍ଥ ମିଳୁ ନଥିବା ଜଣାପଡିଛି। ଏନେଇ ସବୁବେଳେ ଚିନ୍ତାରେ ରହୁଥିଲ। ପେମେଣ୍ଟ ସମ୍ପର୍କରେ ଆଜି ସେ ଇଡକୋ ଏମଡିଙ୍କୁ ଦେଖା କରିବାକୁ ଆସିଥିଲେ। କିନ୍ତୁ ତାଙ୍କ ସହ ଦେଖା ହୋଇ ନ ଥିଲା ବୋଲି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏନେଇ ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଏ ସଂପର୍କରେ ଇଡକୋ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story