ଭୁବନେଶ୍ୱର: ରୋଗୀ ସ୍ଥାନାନ୍ତରକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର: ମେଡିକାଲରୁ ରୋଗୀ ସ୍ଥାନାନ୍ତରକୁ କେନ୍ଦ୍ର କରି ମଙ୍ଗଳବାର ରାତିରେ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ଉତ୍ତେଜନା ଦେଖାଯାଇଥିଲା। ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସ ଭଙ୍ଗାରୁଜା କରିବା ସହ  ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଫାଳିକିଆ ବସ୍ତିରେ ଷ୍ଟୋଭ ଫାଟି ଆହତ ହୋଇଥିବା ଦୁଇ ଜଣଙ୍କୁ ଧରି କିଛି ଲୋକ କ୍ୟାପିଟାଲ ହସପିଟାଲ୍ ଆସିଥିଲେ। ସେମାନଙ୍କ ମଧ୍ୟରେ ଗୁରୁତର ଥିବା ଜଣେ ମହିଳାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ କ୍ୟାପିଟାଲ ହସ୍ପପିଟାଲ କର୍ତ୍ତୃପକ୍ଷ ପରାମର୍ଶ […]

capital hos

capital hos

Rakesh Mallick
  • Published: Wednesday, 24 February 2016
  • Updated: 24 February 2016, 03:13 AM IST

Sports

Latest News

ଭୁବନେଶ୍ୱର: ମେଡିକାଲରୁ ରୋଗୀ ସ୍ଥାନାନ୍ତରକୁ କେନ୍ଦ୍ର କରି ମଙ୍ଗଳବାର ରାତିରେ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ଉତ୍ତେଜନା ଦେଖାଯାଇଥିଲା। ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସ ଭଙ୍ଗାରୁଜା କରିବା ସହ  ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଭୁବନେଶ୍ୱର ଫାଳିକିଆ ବସ୍ତିରେ ଷ୍ଟୋଭ ଫାଟି ଆହତ ହୋଇଥିବା ଦୁଇ ଜଣଙ୍କୁ ଧରି କିଛି ଲୋକ କ୍ୟାପିଟାଲ ହସପିଟାଲ୍ ଆସିଥିଲେ। ସେମାନଙ୍କ ମଧ୍ୟରେ ଗୁରୁତର ଥିବା ଜଣେ ମହିଳାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ କ୍ୟାପିଟାଲ ହସ୍ପପିଟାଲ କର୍ତ୍ତୃପକ୍ଷ ପରାମର୍ଶ ଦେଇଥିଲେ।

ଅଭିଯୋଗ ଅନୁଯାୟୀ ରୋଗୀଙ୍କ ସମ୍ପର୍କୀୟମାନେ ତାଙ୍କୁ କଟକ ପରିବର୍ତ୍ତେ ଏକ ଘରୋଇ ହସପିଟାଲକୁ ନେବାକୁ ଆମ୍ବୁଲାନ୍ସକୁ କହିଥିଲେ। ତେବେ ସରକାରୀ ଆମ୍ବୁଲାନ୍ସ ପ୍ରାଇଭେଟ୍ ହସ୍ପପିଟାଲକୁ  ଯିବ ନାହିଁ ବୋଲି ଆମ୍ବୁଲାନ୍ସ ମନା କରି ଦେଇଥିଲେ। ଫଳରେ ଏଥିରେ ଉତ୍ତ୍ୟକ୍ତ ହୋଇ ଅସୁସ୍ଥଙ୍କ ସମ୍ପର୍କୀୟମାନେ ଆମ୍ବୁଲାନ୍ସ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।  ଅନ୍ୟପକ୍ଷରେ କିଛି ଘରୋଇ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ କ୍ୟାପିଟାଲ ହସପିଟାଲରେ ଉତ୍ତେଜନା ପ୍ରକାଶ  ପାଇବାରୁ ସେଠାରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story