ରାଜଧାନୀରେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ସରକାର ବିପିୟୁଟି ଛାତ୍ରଛାତ୍ରୀଙ୍କଠାରୁ ନିୟୁକ୍ତି ପାଇଁ ଶହେ ଟଙ୍କା ଆଦାୟର ପ୍ରତିବାଦ ଓ ଚିଟଫଣ୍ଡ ଦୁର୍ନୀତିରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ ଶତାଧିକ ବିଜେପି ଯୁବ ମୋର୍ଚ୍ଚା କର୍ମୀ ବିକ୍ଷୋଭ କରିଛନ୍ତି। ଆଜି ଶତାଧିକ ଯୁବମୋର୍ଚ୍ଚା କର୍ମୀ ବିଜେପି କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମଜିରେ ପହଞ୍ଚିଥିଲେ ଓ ବିଧାନସଭା ଘେରାଉ କରିବା ପାଇଁ ଉଦ୍ୟମ କଲାବେଳେ ପୋଲିସ୍ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଶତାଧିକ ଆନ୍ଦୋଳନକାରୀଙ୍କୁ ପୋଲିସ୍  ଅଟକ ରଖିଛି।  ଯୁବ ବିଜେପି […]

bjp

bjp

Rakesh Mallick
  • Published: Thursday, 12 May 2016
  • Updated: 12 May 2016, 08:45 AM IST

Sports

Latest News

ଭୁବନେଶ୍ୱର: ସରକାର ବିପିୟୁଟି ଛାତ୍ରଛାତ୍ରୀଙ୍କଠାରୁ ନିୟୁକ୍ତି ପାଇଁ ଶହେ ଟଙ୍କା ଆଦାୟର ପ୍ରତିବାଦ ଓ ଚିଟଫଣ୍ଡ ଦୁର୍ନୀତିରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ ଶତାଧିକ ବିଜେପି ଯୁବ ମୋର୍ଚ୍ଚା କର୍ମୀ ବିକ୍ଷୋଭ କରିଛନ୍ତି। ଆଜି ଶତାଧିକ ଯୁବମୋର୍ଚ୍ଚା କର୍ମୀ ବିଜେପି କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମଜିରେ ପହଞ୍ଚିଥିଲେ ଓ ବିଧାନସଭା ଘେରାଉ କରିବା ପାଇଁ ଉଦ୍ୟମ କଲାବେଳେ ପୋଲିସ୍ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଶତାଧିକ ଆନ୍ଦୋଳନକାରୀଙ୍କୁ ପୋଲିସ୍  ଅଟକ ରଖିଛି।

 ଯୁବ ବିଜେପି ମୋର୍ଚ୍ଚା ନେତ୍ରୀ ମାନସୀ ମଞ୍ଜରୀ ରାୟ କହିଛନ୍ତି, “୧୬ ବର୍ଷ ହେବ ବିଜେଡି ଶାସନ କରୁଛି। କିନ୍ତୁ  ଯୁବ ସମାଜ ପାଇଁ ସେ କିଛି  କରିନାହିଁ।”

କାର୍ଯ୍ୟକାରିଣୀ ସଦସ୍ୟ ବିମଳେନ୍ଦୁ ଭୋଳ କହିଛନ୍ତି, “ନବୀନ ସରକାରଙ୍କ ଚିଟଫଣ୍ଡ ଦୁର୍ନୀତି ଓ ଛାତ୍ରମାନଙ୍କୁ ୧୦୦ ଟଙ୍କା ନେଇ ନିୟୁକ୍ତି ନ ଦେବା  ବିରୋଧରେ ଆଜି ଆମେ ଆନ୍ଦୋଳନ କରିଛୁ। ଆମେ ନବୀନ ପଟ୍ଟନାୟକ ଓ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରୁଛୁ। ଏହି ଆନ୍ଦୋଳନକୁ ଆମେ ମଣ୍ଡଳ  ଓ ବ୍ଲକ ସ୍ତରରେ ମଧ୍ୟ ବିରୋଧ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story