ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଜାତୀୟ ଶିଶୁ ମହୋତ୍ସବ ‘ଅଞ୍ଜଳି’

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ଜାତୀୟ ଶିଶୁ ମହୋତ୍ସବ‘ ଅଞ୍ଜଳି’ ଆରମ୍ଭ ହେଉଛି। ଭିନ୍ନକ୍ଷମ ମାନଙ୍କ ପାଇଁ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ଭାରତର ୧୭ଟି ରାଜ୍ୟ, ବାଂଲାଦେଶ ଏବଂ ଶ୍ରୀଲଙ୍କାର ପ୍ରତିଯୋଗୀମାନେ ଯୋଗ ଦେଉଛନ୍ତି। ନଭେମ୍ୱର ୧୮ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଶିଶୁ ମହୋତ୍ସବରେ ୬ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଯୋଗ ଦେବେ। ଭୁବନେଶ୍ୱର ଆଦିବାସୀ ପଡ଼ିଆରେ ଏହି ମହୋତ୍ସବ ଆୟୋଜିତ ହେଉଛି।

sisu

sisu

Rakesh Mallick
  • Published: Saturday, 14 November 2015
  • Updated: 14 November 2015, 04:17 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story