ଭୁବନେଶ୍ୱର: ପୂର୍ବତଟ ରେଳପଥ ଦେଇ ଯାଉଥିବା ୨୬ଟି ଟ୍ରେନ୍ ବାତିଲ୍

ଭୁବନେଶ୍ୱର: ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଯୋଗୁଁ ଟ୍ରେନ ଚଳାଚଳରେ ବାଧା ଉପୁଜିଛି। ଆଜି ଓଡ଼ିଶାରୁ ଦକ୍ଷିଣ ଭାରତକୁ ଯାଉଥିବା କେତେକ ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇ ଥିବାବେଳେ୨୬ଟି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି। ପୂର୍ବତଟ ରେଳପଥ ଦେଇ ଯାଉଥିବା ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ିକ ହେଲା ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର-ପଣ୍ଡିଚେରୀ ଏକ୍ସପ୍ରେସ। ହାଓଡ଼ାରୁ ଛାଡ଼ିବାକୁ ଥିବା ହାଓଡ଼ା-ଚେନ୍ନାଇ ସୁବିଧା ସ୍ପେଶାଲ୍ ଓ ଯଶୋବନ୍ତପୁର-ହାଟିଆ, ଯଶୋବନ୍ତପୁର-ଭୁବନେଶ୍ୱର, ତିରୁପତି-ପୁରୀ, ଯଶୋବନ୍ତପୁର-ଦାୱଡ଼ା ଦୂରନ୍ତ ଓ ଏର୍ଣ୍ଣାକୁଲମ ହାଓଡ଼ା […]

trian batil

trian batil

Rakesh Mallick
  • Published: Tuesday, 17 November 2015
  • Updated: 17 November 2015, 03:49 PM IST

Sports

Latest News

ଭୁବନେଶ୍ୱର: ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଯୋଗୁଁ ଟ୍ରେନ ଚଳାଚଳରେ ବାଧା ଉପୁଜିଛି। ଆଜି ଓଡ଼ିଶାରୁ ଦକ୍ଷିଣ ଭାରତକୁ ଯାଉଥିବା କେତେକ ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇ ଥିବାବେଳେ୨୬ଟି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି। ପୂର୍ବତଟ ରେଳପଥ ଦେଇ ଯାଉଥିବା ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ିକ ହେଲା ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର-ପଣ୍ଡିଚେରୀ ଏକ୍ସପ୍ରେସ। ହାଓଡ଼ାରୁ ଛାଡ଼ିବାକୁ ଥିବା ହାଓଡ଼ା-ଚେନ୍ନାଇ ସୁବିଧା ସ୍ପେଶାଲ୍ ଓ ଯଶୋବନ୍ତପୁର-ହାଟିଆ, ଯଶୋବନ୍ତପୁର-ଭୁବନେଶ୍ୱର, ତିରୁପତି-ପୁରୀ, ଯଶୋବନ୍ତପୁର-ଦାୱଡ଼ା ଦୂରନ୍ତ ଓ ଏର୍ଣ୍ଣାକୁଲମ ହାଓଡ଼ା ଏକ୍ସପ୍ରେସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story