ଭୁବନେଶ୍ୱର: ସ୍ୱେଚ୍ଛାସେବୀ ଇମତିଆଜ ଅଲ୍ଲୀଙ୍କୁ ‘ପ୍ରଧ୍ୟାପକ ଯଶବନ୍ତ ରାଓ କେଲକର’ ଯୁବ ପୁରସ୍କାର

ଭୁବନେଶ୍ୱର: ଚଳିତବର୍ଷ ସ୍ୱେଚ୍ଛାସେବୀ ଇମତିଆଜ୍ ଅଲ୍ଲୀଙ୍କୁ ‘ପ୍ରଧ୍ୟାପକ ଯଶବନ୍ତ ରାଓ କେଲକର’ ଯୁବ ପୁରସ୍କାର ଦିଆଯାଇଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୬୧ତମ ରାଷ୍ଟ୍ରୀୟ ଅଧିବେସନ ଉଦଯାପନୀ ଦିବସରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଉଦଯାପନୀ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଇମତିଆଜ୍ ଭୋପାଳରେ ପ୍ଲାଷ୍ଟିକ୍ ଓ ବେଷ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ପ୍ରୟୋଗ କରି ପରିବେଶ ପ୍ରଦୂଷଣ ରୋକିବା ସହ ରୋଜଗାର ସୃଷ୍ଟି କରିଛନ୍ତି। ତାଙ୍କୁ ପୁରସ୍କାର ରାଶି […]

abvp

abvp

Rakesh Mallick
  • Published: Sunday, 29 November 2015
  • Updated: 29 November 2015, 03:18 PM IST

Sports

Latest News

ଭୁବନେଶ୍ୱର: ଚଳିତବର୍ଷ ସ୍ୱେଚ୍ଛାସେବୀ ଇମତିଆଜ୍ ଅଲ୍ଲୀଙ୍କୁ ‘ପ୍ରଧ୍ୟାପକ ଯଶବନ୍ତ ରାଓ କେଲକର’ ଯୁବ ପୁରସ୍କାର ଦିଆଯାଇଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୬୧ତମ ରାଷ୍ଟ୍ରୀୟ ଅଧିବେସନ ଉଦଯାପନୀ ଦିବସରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଉଦଯାପନୀ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଇମତିଆଜ୍ ଭୋପାଳରେ ପ୍ଲାଷ୍ଟିକ୍ ଓ ବେଷ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ପ୍ରୟୋଗ କରି ପରିବେଶ ପ୍ରଦୂଷଣ ରୋକିବା ସହ ରୋଜଗାର ସୃଷ୍ଟି କରିଛନ୍ତି। ତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୫୦ହଜାର ଟଙ୍କା ସହ ମାନପତ୍ର ଦିଆଯାଇଛି। ଏହି ଅବସରରେ ଯୁବପିଢି ରାଷ୍ଟ୍ରର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ଗତ ୨୬ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେସନରେ ଦେଶର ପ୍ରାୟ ଦୁଇ ହଜାର ଏବିଭିପି ସଦସ୍ୟ ଯୋଗଦେଇଥିଲେ। ସନ୍ତ୍ରାସବାଦ, ପରିବେଶ ସୁରକ୍ଷା, ମହିଳା ସଶକ୍ତିକରଣ ଦିଗ ଉପରେ ଅଧିବେସନରେ ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story