ଭୁବନେଶ୍ୱର: ନବଜାତ ଶିଶୁର ମୃତ୍ୟୁକୁ ନେଇ କ୍ୟାପିଟାଲ୍ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର: ନବଜାତ ଶିଶୁ ମୃତ୍ୟୁକୁ କେନ୍ଦ୍ର କରି କ୍ୟାପିଟାଲ୍ ହସ୍ପିଟାଲରେ ମଙ୍ଗଳବାର ଉତ୍ତେଜନା ସୃଷ୍ଟି ହୋଇଛି। ଆଜି ସକାଳେ ହସ୍ପିଟାଲ ବାରଣ୍ଡାରେ ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ସେହି ସମୟରେ କୌଣସି ନର୍ସ ସହାୟତା କରି ନ ଥିବାବେଳେ ଡାକ୍ତର ମଧ୍ୟ ଉପସ୍ଥିତ ନ ଥିଲେ ବୋଲି  ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶିଶୁର ମୃତ୍ୟୁ ପାଇଁ ପରିବାର ଲୋକେ ଡାକ୍ତର ଅଭାବ ଓ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି। […]

death

death

Rakesh Mallick
  • Published: Tuesday, 08 March 2016
  • Updated: 08 March 2016, 11:20 AM IST

Sports

Latest News

ଭୁବନେଶ୍ୱର: ନବଜାତ ଶିଶୁ ମୃତ୍ୟୁକୁ କେନ୍ଦ୍ର କରି କ୍ୟାପିଟାଲ୍ ହସ୍ପିଟାଲରେ ମଙ୍ଗଳବାର ଉତ୍ତେଜନା ସୃଷ୍ଟି ହୋଇଛି। ଆଜି ସକାଳେ ହସ୍ପିଟାଲ ବାରଣ୍ଡାରେ ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ସେହି ସମୟରେ କୌଣସି ନର୍ସ ସହାୟତା କରି ନ ଥିବାବେଳେ ଡାକ୍ତର ମଧ୍ୟ ଉପସ୍ଥିତ ନ ଥିଲେ ବୋଲି  ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଶିଶୁର ମୃତ୍ୟୁ ପାଇଁ ପରିବାର ଲୋକେ ଡାକ୍ତର ଅଭାବ ଓ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଏହାକୁ ନେଇ ହସ୍ପିଟାଲ ପରିସରରେ କିଛି  ସମୟ ପାଇଁ  ଉତ୍ତେଜନା ପ୍ରକାଶ ପାଇଥିଲା।

ଏହି ଅଭିଯୋଗ  ସମ୍ପର୍କରେ ତଦନ୍ତ କରାଯିବ ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟ୍ କହିଛନ୍ତି।

ସୋମବାର ପିପିଲି ସଡାଙ୍ଗ ଅଞ୍ଚଳର ପ୍ରସୂତି ମହିଳା କିରଣ କାଳିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ବେଡ୍ ଅଭାବରୁ  ପ୍ରସୂତି ଜଣକ ହସ୍ପିଟାଲ ବାରଣ୍ଡାରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story