ଭୁବନେଶ୍ୱର: ବୁଦ୍ଧ ପାର୍କରୁ ୮ ଫୁଟ୍‌ର ଅଜଗର ସାପ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ନୀଳାଦ୍ରି ବିହାରରେ ଥିବା ବୁଦ୍ଧ ପାର୍କରୁ ଏକ ୮ ଫୁଟ୍‌ର ଅଜଗର ସାପକୁ ସ୍ନେକ୍‌ ହେଲ୍ପ ଲାଇନ୍‌ ଉଦ୍ଧାର କରିଛି। ଗତକାଲି ସନ୍ଧ୍ୟାରେ ପାର୍କ ଭିତରେ ବୁଲାବୁଲି କରୁଥିବା ବେଳେ ସ୍ଥାନୀୟ ଲୋକେ  ସାପଟି ଶୋଇଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଖବର ପାଇ ସ୍ନେକ ହେଲ୍ପ ଲାଇନ୍‌ର ଦୁଇ ଜଣିଆ ଟିମ୍‌ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟିକୁ ଚନ୍ଦକା ରେଞ୍ଜ ଅଫିସକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

snake

snake

Rakesh Mallick
  • Published: Friday, 19 August 2016
  • Updated: 19 August 2016, 02:50 PM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ନୀଳାଦ୍ରି ବିହାରରେ ଥିବା ବୁଦ୍ଧ ପାର୍କରୁ ଏକ ୮ ଫୁଟ୍‌ର ଅଜଗର ସାପକୁ ସ୍ନେକ୍‌ ହେଲ୍ପ ଲାଇନ୍‌ ଉଦ୍ଧାର କରିଛି। ଗତକାଲି ସନ୍ଧ୍ୟାରେ ପାର୍କ ଭିତରେ ବୁଲାବୁଲି କରୁଥିବା ବେଳେ ସ୍ଥାନୀୟ ଲୋକେ  ସାପଟି ଶୋଇଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଖବର ପାଇ ସ୍ନେକ ହେଲ୍ପ ଲାଇନ୍‌ର ଦୁଇ ଜଣିଆ ଟିମ୍‌ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ।

ସାପଟିକୁ ଚନ୍ଦକା ରେଞ୍ଜ ଅଫିସକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos