ରେଜିଷ୍ଟ୍ରାର ନିଲମ୍ବନକୁ ନେଇ ରାଉରକେଲା ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ବିବାଦୀୟ ପରିସ୍ଥିତି

nitରାଉରକେଲା: ରାଉରକେଲାସ୍ଥିତ ନ୍ୟାଶନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ନିଟ୍)ରେ ବିବାଦ ଦେଖା ଦେଇଛି । ରେଜିଷ୍ଟ୍ରାରଙ୍କ ନିଲମ୍ୱନକୁ ନେଇ ନିଟ ନିର୍ଦ୍ଦେଶକ ଓ ବୋର୍ଡ ଅଫ୍ ଗଭର୍ଣ୍ଣସର ଅଧ୍ୟକ୍ଷା ମୁହାଁମୁହିଁ ହୋଇଛନ୍ତି। ଆଦେଶ ଅବମାନନା ଯୋଗୁଁ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶକ ନିଲମ୍ୱନ କରିଥିବାବେଳେ ଅଧ୍ୟକ୍ଷ ଏହାକୁ ପ୍ରତ୍ୟାହାର କରିଛନ୍ତି। ଏହାକୁ ନେଇ ନିଟରେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।