ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ: କଂଗ୍ରେସ ମହିଳା ମୋର୍ଚ୍ଚାର ପ୍ରମିଳାଙ୍କ ଇସ୍ତଫା ଦାବି

ଭୁବନେଶ୍ୱର: ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବିବାଦୀୟ ବୟାନ ବିରୋଧରେ ଆଜି କଂଗ୍ରେସ ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇଛି। ପ୍ରଦେଶ କଂଗ୍ରେସର ମହିଳା ମୋର୍ଚ୍ଚା ସଦସ୍ୟମାନେ କଂଗ୍ରେସ ଭବନ ସମ୍ମୁଖରେ ପ୍ରମିଳାଙ୍କ କୁଶପୁତ୍ତଳିକା ଦାହ କରିବା ସହ ତାଙ୍କ ଇସ୍ତଫା ଦାବି କରିଛନ୍ତି। ରାଜ୍ୟରେ ଚାଷୀ ମୃତ୍ୟୁ ଭଳି ସମ୍ୱେଦନଶୀଳ ଘଟଣା ଚାଲିଥିବା ବେଳେ ବିଜେଡି ନେତ୍ରୀଙ୍କ ଏଭିଳି ମନ୍ତବ୍ୟ ଦୁର୍ଭଗ୍ୟଜନକ ବୋଲି ଦଳ ପକ୍ଷରୁ କୁହାଯାଇଛି ।

mahila

mahila

Rakesh Mallick
  • Published: Monday, 16 November 2015
  • Updated: 16 November 2015, 01:31 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story