ବିଭିନ୍ନ ସ୍ଥାନରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଆଜି ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ। ଏହି ପୂଣ୍ୟ ତିଥିକୁ ମୁସଲମାନ ସମ୍ପ୍ରଦାୟ ଉତ୍ସାହ ଉଦ୍ଦୀପନାର ସହ ପାଳନ କରୁଛନ୍ତି। ଏହି ଅବସରରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଇସଲାମ୍ ଧର୍ମାବଲମ୍ୱୀମାନେ ତାଜିଆ ଶୋଭାଯାତ୍ରାର ଆୟୋଜନ କରିଛନ୍ତି। ମହାପୁରୁଷ ମହମ୍ମଦ ପ୍ରଫେଟଙ୍କ ଜନ୍ମଦିନରେ ଶାନ୍ତି ବାର୍ତ୍ତା ବାଣ୍ଟିଛନ୍ତି ମୁସଲମାନ ସମ୍ପ୍ରଦାୟର ଲୋକେ। ଏ ନେଇ ଜାମିଆତ ଉଲେମା ଇ ଓଡ଼ିଶା ପକ୍ଷରୁ ଭୁବନେଶ୍ୱରରେ ଏକ ଶାନ୍ତି ଶୋଭାଯାତ୍ରା କରାଯାଇଛି। ଏଥିରେ ମୁସଲମାନ ସମ୍ପ୍ରଦାୟର ଆବାଳ ବୃଦ୍ଧ ବନିତା ସାମିଲ ହୋଇ ଶାନ୍ତି ଓ […]

mohamad

mohamad

Rakesh Mallick
  • Published: Thursday, 24 December 2015
  • Updated: 24 December 2015, 08:57 AM IST

Sports

Latest News

ଭୁବନେଶ୍ୱର: ଆଜି ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ। ଏହି ପୂଣ୍ୟ ତିଥିକୁ ମୁସଲମାନ ସମ୍ପ୍ରଦାୟ ଉତ୍ସାହ ଉଦ୍ଦୀପନାର ସହ ପାଳନ କରୁଛନ୍ତି। ଏହି ଅବସରରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଇସଲାମ୍ ଧର୍ମାବଲମ୍ୱୀମାନେ ତାଜିଆ ଶୋଭାଯାତ୍ରାର ଆୟୋଜନ କରିଛନ୍ତି। ମହାପୁରୁଷ ମହମ୍ମଦ ପ୍ରଫେଟଙ୍କ ଜନ୍ମଦିନରେ ଶାନ୍ତି ବାର୍ତ୍ତା ବାଣ୍ଟିଛନ୍ତି ମୁସଲମାନ ସମ୍ପ୍ରଦାୟର ଲୋକେ। ଏ ନେଇ ଜାମିଆତ ଉଲେମା ଇ ଓଡ଼ିଶା ପକ୍ଷରୁ ଭୁବନେଶ୍ୱରରେ ଏକ ଶାନ୍ତି ଶୋଭାଯାତ୍ରା କରାଯାଇଛି। ଏଥିରେ ମୁସଲମାନ ସମ୍ପ୍ରଦାୟର ଆବାଳ ବୃଦ୍ଧ ବନିତା ସାମିଲ ହୋଇ ଶାନ୍ତି ଓ ଭାଇଚାରାର ବାର୍ତ୍ତା ଦେଇଥିଲେ। ଶୋଭାଯାତ୍ରାରେ ସ୍ଥାନୀୟ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ନିକଟରେ ଆତଙ୍କବାଦ ଲିଙ୍କ୍ ଅଭିଯୋଗରେ ଟାଙ୍ଗୀରୁ ଗିରଫ ଅବଦୁଲ ରେହମାନ ଘଟଣାକୁ ସେମାନେ କଡ଼ା ଭାଷାରେ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସେହିଭଳି ଇସଲାମ ଧର୍ମରେ ଅଶାନ୍ତିର ସ୍ଥାନ ନାହିଁ ବୋଲି ଏଠାରେ ଯୋଗ ଦେଇଥିବା ଧାର୍ମିକ ନେତାମାନେ ପ୍ରକାଶ କରିଛନ୍ତି।

ଭାଇଚାରାର ସହର କଟକରେ ମଧ୍ୟ ମହାପୁରୁଷ ମହମ୍ମଦଙ୍କ ପବିତ୍ର ଜନ୍ମ ଜୟନ୍ତୀ ବା "ଜସନେ ଇଦ୍ ମିଲାଦ୍ଦୁନ୍ ନବି' ଧୂମଧାମରେ ପାଳନ କରାଯାଇଛି। ଏହି ଅବସରରେ କଟକ ଓ ଏହାର ଆଖପାଖ ଅଞ୍ଚଳର ଇସଲାମ ଧର୍ମାବଲମ୍ୱୀମାନେ ଏକ ବିଶାଳ ଶୋଭାଯାତ୍ରାର ସହର ପରିକ୍ରମା କରିଥିଲେ। ଜୋବ୍ରାରୁ ବାହାରିଥିବା ଏହି ଶୋଭାଯାତ୍ରା ସହରର ବିଭିନ୍ନ ସାହିବସ୍ତି ପରିକ୍ରମା କରିଥିଲା। ଏହି ଅବସରରେ ଇସଲାମ ଧର୍ମ ଶାନ୍ତି, ପ୍ରେମ, ଭାଇଚାରା ସହ ମାନବବାଦର ବାର୍ତ୍ତା ପ୍ରଦାନ କରି ଆସୁଥିବା ଇସଲାମ ଧର୍ମଗୁରୁମାନେ ମତ୍ୟବ୍ୟକ୍ତ କରିଥିଲେ। ସହରରେ ଟ୍ରାଫିକ ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି।

ଜଗତସିଂହପୁର ଠାରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଏକ ଶୋଭାଯାତ୍ରା ବାହରି ସହର ପରିକ୍ରମା କରିଥିଲା। ପରେ ମୁସଲମାନ ଭାଇମାନେ ଏକତ୍ରିତ ହୋଇ ସମୂହ ନମାଜ ପାଠ କରିଥିଲେ। ସେହିପରି କେନ୍ଦ୍ରାପଡା ସୁନ୍ନୀ କମିଟି ପକ୍ଷରୁ ଏକ ବିରାଟ ଟାଜିଆ ଶୋଭାଯାତ୍ରା ବାହାରି ଥିଲା। ଏଥିରେ ସହରର ୫୦ରୁ ଊର୍ଦ୍ଧ୍ୱ କମିଟି ସାମିଲ ହୋଇଥିଲେ। ଶୋଭାଯାତ୍ରାରେ ଆତଙ୍କବାଦୀ ବିରୋଧୀ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଥିଲା। ଶୋଭାଯାତ୍ରା ପୁରୁଣା ବସଷ୍ଟାଣ୍ଡରୁ ବାହାରି ବଡହାଟ, ନୂଆ ବସଷ୍ଟାଣ୍ଡ ଦେଇ ବାଇପାସ ରାସ୍ତାରେ ନିଜ ନିଜ ମସଜିଦକୁ ଯାଇଥିଲା।

ମହମ୍ମଦଙ୍କ ଜୟନ୍ତୀ ନେଇ ଭଦ୍ରକ ସହର ଉତ୍ସବ ମୁଖର ହୋଇଉଠିଛି। ଚଳିତବର୍ଷ ସହରର ବିଭିନ୍ନ ସାହି ବସ୍ତିରୁ ପ୍ରାୟ ୭୫ଟି ଜୁଲୁସ ଅପରାହ୍ନ ୪ଟା ସୁଦ୍ଧା ବାହାରି ପୁରୁଣା ବଜାର ମଦିନା ମୈଦାନରେ ଏକାଠି ହେବେ। ରାତିରେ ସେଠାରେ ଧର୍ମସଭା ହେବାର କାର୍ଯ୍ୟକ୍ରମ ରହିଛି। ମହମ୍ମଦଙ୍କ ଜୟନ୍ତୀଙ୍କୁ ନେଇ ସହରର ବିଭିନ୍ନ ଅଞ୍ଚଳରେ ଥିବା ମସଜିଦ୍, ଦରଘା ଓ ସାହିବସ୍ତିକୁ ସୁସଜ୍ଜିତ କରାଯାଇଛି। ରଙ୍ଗ ବେରଙ୍ଗ ଆଲୋକରେ ସହରକୁ ସଜ୍ଜା ଯାଇଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହରରେ ୭୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story