‘ବିଚ୍ଛିନ୍ନାଞ୍ଚଳରେ ଲୋକେ ଗଣତନ୍ତ୍ର ଉପରେ ବିଶ୍ୱାସ କରନ୍ତି’

ମାଲକାନଗିରି: ପୋଲିସ୍‌ ଡିଜି କେ.ବି ସିଂହ ଆଜି ମାଲକାନଗିରି ଗସ୍ତରେ  ଯାଇ ମାଓ ସମସ୍ୟା ଓ ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।  ସେ କହିଛନ୍ତି, “ବିଚ୍ଛିନ୍ନାଞ୍ଚଳରେ ଲୋକେ ଗଣତନ୍ତ୍ର ଉପରେ ବିଶ୍ୱାସ କରନ୍ତି। ନିର୍ବାଚନ ସମୟରେ  ଆବଶ୍ୟକ ଫୋର୍ସ ଯୋଗାଇ ଦିଆଯିବ।” ଡିଜିପି ପ୍ରଥମେ ଏମଭି-ଥ୍ରୀ ସ୍ଥିତ ବିଏସଏପ୍‌ କ୍ୟାମ୍ପ ପରିଦର୍ଶନ କରିଥିଲେ। ପରେ ସେ ବିଚ୍ଛିନ୍ନାଞ୍ଚଳରେ ଯୋଡ଼ାଆମ୍ବ ଓ ବଡ଼ପଡ଼ାସ୍ଥିତ ବିଏସଏଫ୍‌ କ୍ୟାମ୍ପକୁ ଯାଇ ଆଲୋଚନା କରିଥିଲେ। ଡିଜିପିଙ୍କ ସହ […]

mao

mao

Rakesh Mallick
  • Published: Friday, 20 January 2017
  • Updated: 20 January 2017, 02:37 PM IST

Sports

Latest News

ମାଲକାନଗିରି: ପୋଲିସ୍‌ ଡିଜି କେ.ବି ସିଂହ ଆଜି ମାଲକାନଗିରି ଗସ୍ତରେ  ଯାଇ ମାଓ ସମସ୍ୟା ଓ ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।  ସେ କହିଛନ୍ତି, “ବିଚ୍ଛିନ୍ନାଞ୍ଚଳରେ ଲୋକେ ଗଣତନ୍ତ୍ର ଉପରେ ବିଶ୍ୱାସ କରନ୍ତି। ନିର୍ବାଚନ ସମୟରେ  ଆବଶ୍ୟକ ଫୋର୍ସ ଯୋଗାଇ ଦିଆଯିବ।”

ଡିଜିପି ପ୍ରଥମେ ଏମଭି-ଥ୍ରୀ ସ୍ଥିତ ବିଏସଏପ୍‌ କ୍ୟାମ୍ପ ପରିଦର୍ଶନ କରିଥିଲେ। ପରେ ସେ ବିଚ୍ଛିନ୍ନାଞ୍ଚଳରେ ଯୋଡ଼ାଆମ୍ବ ଓ ବଡ଼ପଡ଼ାସ୍ଥିତ ବିଏସଏଫ୍‌ କ୍ୟାମ୍ପକୁ ଯାଇ ଆଲୋଚନା କରିଥିଲେ।

ଡିଜିପିଙ୍କ ସହ ଆଇଜି ଅପରେସନ୍‌ ଆର.ପି. କୋଚେ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ୍‌.ସାଇନି ଓ ଡିଆଇଜି ନରସିଂହ ଭୋଳ  ପ୍ରମୁଖ ବିଚ୍ଛିନ୍ନାଞ୍ଚଳରେ ଗସ୍ତରେ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos