ବିଧାୟକ ଦେବାଶିଷ ଓ ପ୍ରମୋଦଙ୍କ ଗିରଫ ଦାବି କଲା ବିଜେପି

ଭୁବନେଶ୍ୱର: ନିଆଳି ବିଧାୟକଙ୍କୁ ମାଡ ଘଟଣାରେ ଗତକାଲି ଗିରଫ କରାଯାଇଥିବା ୧୧ ଜଣ ବିଜେପି କର୍ମୀଙ୍କୁ ଖଲାସ କରିବା ସହ ଦୁଇ ବିଧାୟକଙ୍କୁ ଗିରଫ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ଆଜି ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ଡିଜିପିଙ୍କୁ ଭେଟି କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଓ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଜଗତସିଂହପୁର ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ଦଳ ପକ୍ଷରୁ ଏସ୍‌ପିଙ୍କୁ କୁହାଯାଇଛି। […]

bjp

bjp

Rakesh Mallick
  • Published: Thursday, 11 February 2016
  • Updated: 11 February 2016, 07:32 AM IST

Sports

Latest News

ଭୁବନେଶ୍ୱର: ନିଆଳି ବିଧାୟକଙ୍କୁ ମାଡ ଘଟଣାରେ ଗତକାଲି ଗିରଫ କରାଯାଇଥିବା ୧୧ ଜଣ ବିଜେପି କର୍ମୀଙ୍କୁ ଖଲାସ କରିବା ସହ ଦୁଇ ବିଧାୟକଙ୍କୁ ଗିରଫ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ଆଜି ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ଡିଜିପିଙ୍କୁ ଭେଟି କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଓ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଜଗତସିଂହପୁର ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ଦଳ ପକ୍ଷରୁ ଏସ୍‌ପିଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ, ବିଧାୟକ ମଲ୍ଲିକ ଓ ତାଙ୍କର ସମର୍ଥକଙ୍କୁ ଆକ୍ରମଣ ଘଟଣାରେ ଗତକାଲି ୧୧ଜଣ ବିଜେପି କର୍ମୀଙ୍କୁ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ସମସ୍ତ ଗିରଫ ଅଭିଯୁକ୍ତଙ୍କ ଘର ତିର୍ତ୍ତୋଲ ଥାନା ଅଞ୍ଚଳରେ। ଗତ ୭ ତାରିଖ ବିଧାୟକ ମଲ୍ଲିକ ଆଇଓସିଏଲ ଲୋକାର୍ପଣ ସଭାସ୍ଥଳକୁ ଯାଉଥିବା ବେଳେ ବାଲିପାଟଣା ଛକରେ ବିଜେପି କର୍ମୀମାନେ ତାଙ୍କୁ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ଶାସକ ଦଳର ଚାପରେ ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ପୂର୍ବରୁ ଥାନା ଭଙ୍ଗା ରୁଜୁ ଅଭିଯୋଗରେ ପୋଲିସ ୭ଜଣ ବିଜେଡି କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଗିରଫ କରାଯିବା ନେଇ ତିର୍ତ୍ତୋଲ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ସେହିପରି ଗାଡି ଭଙ୍ଗାରୁଜା ଓ ମାଡ଼ ମରା ଅଭିଯୋଗରେ ବିଧାୟକ ମଲ୍ଲିକଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ମଧ୍ୟ ଥାନାରେ ମାମଲା ରୁଜୁ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story