ସରକାରଙ୍କ ବଡ଼ ଘୋଷଣା: ମାଗଣାରେ ଯିବାଆସିବା କରିପାରିବେ ଜେଇଇ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷା ଆସନ୍ତା ୧ରୁ ୬ ତାରିଖ ମଧ୍ୟରେ ହେବ। ଓଡ଼ିଶାର ୭ଟି ସହରରେ ଏଥିପାଇଁ ପରୀକ୍ଷା କେନ୍ଦ୍ର କରାଯାଇଛି। ଏବେ ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି। ପରୀକ୍ଷା ବେଳେ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ଯିବା ଆସିବାର ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛଦନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ପ୍ରେସମିଟରେ କହିଛନ୍ତି ଯେ ଓଡ଼ିଶାର ୩୭ […]

cv

cv

Hemant Lenka
  • Published: Friday, 28 August 2020
  • Updated: 28 August 2020, 08:00 PM IST

Sports

Latest News

ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷା ଆସନ୍ତା ୧ରୁ ୬ ତାରିଖ ମଧ୍ୟରେ ହେବ। ଓଡ଼ିଶାର ୭ଟି ସହରରେ ଏଥିପାଇଁ ପରୀକ୍ଷା କେନ୍ଦ୍ର କରାଯାଇଛି। ଏବେ ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି। ପରୀକ୍ଷା ବେଳେ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ଯିବା ଆସିବାର ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛଦନ୍ତି।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ପ୍ରେସମିଟରେ କହିଛନ୍ତି ଯେ ଓଡ଼ିଶାର ୩୭ ହଜାର ପରୀକ୍ଷାର୍ଥୀ JEE ଓ NEET ପରୀକ୍ଷା ଦେବେ।

ଯେଉଁ ପିଲାଙ୍କର ଯା’ଆସ ଓ ରହିବା ବ୍ୟବସ୍ଥା ଦରକାର ସେମାନଙ୍କୁ ସରକାର ସମସ୍ତ ସୁବିଧା ଯୋଗାଇବେ। ନିଜ ସୁବିଧା ଅନୁସାରେ ଆସୁଥିଲେ ବି ସରକାର ସହଯୋଗ କରିବେ। ଯେଉଁମାନେ ଆବଶ୍ୟକ କରିବେ ସେମାନଙ୍କୁ ମାଗଣାରେ ପରିବହନ ସେବା ମଧ୍ୟ ଯୋଗାଇ ଦିଆଯିବ।

କରୋନା ପାଇଁ କଟକଣା ଲାଗୁ ହୋଇଥିଲେ ହେଁ ପରୀକ୍ଷାର୍ଥୀମାନେ କେବଳ ଆଡମିଟ କାର୍ଡ ଦେଖାଇଲେ ସେମାନଙ୍କୁ ଯା’ଆସର ସୁବିଧା ମିଳିବ।

JEE ମେନ୍ ପରୀକ୍ଷା ୧ରୁ ୬ ତାରିଖ ମଧ୍ୟରେ ହେବ। ପିଲାଙ୍କ ସୁବିଧା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ ସେଣ୍ଟର ହୋଇଛି। ପରିବହନ ବ୍ୟବସ୍ଥା ଦରକାର ଥିଲେ, ସେମାନେ ନୋଡାଲ ସେଣ୍ଟରରେ ଜଣାଇବେ। ପରୀକ୍ଷାର୍ଥୀଙ୍କ ଯା’ଆସ ନେଇ କୌଣସି କଟକଣା ରହିବ ନାହିଁ। ପିଲାମାନେ କେମିତି ରହିବେ, ତା’ର ବ୍ୟବସ୍ଥା ନୋଡାଲ ସେଣ୍ଟର କରିବ। ବିଭିନ୍ନ ଜିଲ୍ଲାରୁ ପିଲାମାନେ କେମିତି ଆସିବେ, ନୋଡାଲ ସେଣ୍ଟର ଦେଖିବ ବୋଲି ସେ କହିଛନ୍ତି।

ପିଲାମାନେ ନୋଡାଲ ସେଣ୍ଟରରେ ନିଜର ସମସ୍ତ ସୂଚନା ଦେବେ। ପିଲାଙ୍କ ସଂଖ୍ୟା ଦେଖି ବସ୍‌ ବ୍ୟବସ୍ଥା ହେବ। ନିଟ୍‌ ପରୀକ୍ଷାର୍ଥୀମାନେ ବି ନୋଡାଲ ସେକ୍ଟରରେ ସେମାନଙ୍କ ତଥ୍ୟ ଦେବେ। ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନିଃଶ୍ଳୁକ ରହିବା ବ୍ୟବସ୍ଥା କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story