ବିଗ୍‌ବଜାରରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇହେବ

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ପରେ ବିଗବଜାରରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ହେବ। ଡେବିଟ୍‌ କାର୍ଡ଼ ବ୍ୟବହାର କରି ଗ୍ରାହକମାନେ ଟଙ୍କା ଉଠାଇ ପାରିବେ। ଏ ସମ୍ପର୍କରେ ବିଗ୍‌ବଜାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତଥାପି ବ୍ୟାଙ୍କ ଓ ଏଟିଏମ୍‌ ଆଗରେ ଧାଡ଼ି କମୁନି। ଏହାକୁ ନେଇ ଚିନ୍ତାରେ ପଡ଼ିଗଲେଣି ବ୍ୟାଙ୍କ କର୍ତ୍ତୃପକ୍ଷ। ଅନ୍ୟପକ୍ଷରେ ଜରୁରୀକାଳିନ ସେବା ପାଇଁ ପୁରୁଣା ନୋଟ୍‌ ବ୍ୟବହାର ଶେଷ ତାରିଖ ଆଜି ଶେଷ ହେଉଛି। ପୂର୍ବରୁ ପେଟ୍ରୋଲ ପମ୍ପ, ଏଲ୍‌ପିଜି, ଔଷଧ ଦୋକାନ, […]

chitfund

chitfund

Rakesh Mallick
  • Published: Thursday, 24 November 2016
  • Updated: 24 November 2016, 09:26 AM IST

Sports

Latest News

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ପରେ ବିଗବଜାରରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ହେବ। ଡେବିଟ୍‌ କାର୍ଡ଼ ବ୍ୟବହାର କରି ଗ୍ରାହକମାନେ ଟଙ୍କା ଉଠାଇ ପାରିବେ। ଏ ସମ୍ପର୍କରେ ବିଗ୍‌ବଜାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତଥାପି ବ୍ୟାଙ୍କ ଓ ଏଟିଏମ୍‌ ଆଗରେ ଧାଡ଼ି କମୁନି। ଏହାକୁ ନେଇ ଚିନ୍ତାରେ ପଡ଼ିଗଲେଣି ବ୍ୟାଙ୍କ କର୍ତ୍ତୃପକ୍ଷ।

ଅନ୍ୟପକ୍ଷରେ ଜରୁରୀକାଳିନ ସେବା ପାଇଁ ପୁରୁଣା ନୋଟ୍‌ ବ୍ୟବହାର ଶେଷ ତାରିଖ ଆଜି ଶେଷ ହେଉଛି। ପୂର୍ବରୁ ପେଟ୍ରୋଲ ପମ୍ପ, ଏଲ୍‌ପିଜି, ଔଷଧ ଦୋକାନ, ହସ୍ପିଟାଲ, ଟିକଟ ବୁକିଂ, ସରକାରୀ ଷ୍ଟୋରରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା, ଶ୍ମଶାନରେ ଶବ ଦାହ ପାଇଁ ପୁରୁଣା ନୋଟ୍‌ ଚଳିବ ବୋଲି ସରକାର ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story