ଟ୍ରେନ୍‌ ଚାଲୁଥିବା ବେଳେ ହଠାତ୍‌ ଟ୍ରାକକୁ ଖସିଲା ପଥର

କୋରାପୁଟ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଟ୍ରେନ୍ ଚାଲୁଥିବାବେଳେ ଟ୍ରାକ୍‌ରେ ପଡ଼ିଲା ବଡ଼ ପଥର। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ। ଏଭଳି ଅଘଟଣ ହୋଇଛି କୋରାପୁଟ୍ ଜିଲ୍ଲା ଦାମନଯୋଡ଼ିର ଡୁମୁରିପୁଟ୍‌ରେ। ମିଳିଥିବା ସୂଚନା ଅନୁସାରେ ,ଡିଏମ୍‌ୟୁ ଟ୍ରେନ୍‌ଟି ରାୟଗଡ଼ାରୁ କୋରାପୁଟ୍ ଆସୁଥିବା ବେଳେ ହଠାତ୍ ଏକ ବଡ଼ ପଥର ଟ୍ରାକ୍ ଉପରେ ପଡ଼ିଯାଇଥିଲା। ଫଳରେ ଟ୍ରେନ୍‌ର ଗୋଟିଏ ବଗିର ପାହାଚ ବଙ୍କା ହୋଇଯାଇଥିଲା। ଘଟଣା ପରେ କିଛି ସମୟ ପାଇଁ ଅଟକି ରହିଥିଲା ଟ୍ରେନ୍। […]

dmu-2-1

dmu-2-1

Tapas Behera
  • Published: Tuesday, 06 August 2019
  • Updated: 06 August 2019, 05:18 PM IST

Sports

Latest News

କୋରାପୁଟ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଟ୍ରେନ୍ ଚାଲୁଥିବାବେଳେ ଟ୍ରାକ୍‌ରେ ପଡ଼ିଲା ବଡ଼ ପଥର। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ। ଏଭଳି ଅଘଟଣ ହୋଇଛି କୋରାପୁଟ୍ ଜିଲ୍ଲା ଦାମନଯୋଡ଼ିର ଡୁମୁରିପୁଟ୍‌ରେ।

ମିଳିଥିବା ସୂଚନା ଅନୁସାରେ ,ଡିଏମ୍‌ୟୁ ଟ୍ରେନ୍‌ଟି ରାୟଗଡ଼ାରୁ କୋରାପୁଟ୍ ଆସୁଥିବା ବେଳେ ହଠାତ୍ ଏକ ବଡ଼ ପଥର ଟ୍ରାକ୍ ଉପରେ ପଡ଼ିଯାଇଥିଲା। ଫଳରେ ଟ୍ରେନ୍‌ର ଗୋଟିଏ ବଗିର ପାହାଚ ବଙ୍କା ହୋଇଯାଇଥିଲା। ଘଟଣା ପରେ କିଛି ସମୟ ପାଇଁ ଅଟକି ରହିଥିଲା ଟ୍ରେନ୍। ତେବେ କିଛି ସମୟ ରହିବା ପରେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଛି ଟ୍ରେନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos