ଏଇ ମାସରେ ହୋଇପାରେ ବିଜେପୁର ଉପନିର୍ବାଚନ

ଭୁବବନେଶ୍ୱର(ଓଡ଼ିଶା ରିପୋର୍ଟର): ଡିସେମ୍ୱରରେ ହୋଇପାରେ ବିଜେପୁର ଉପ ନିର୍ବାଚନ। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଏଭଳି ସୂଚନା ମିଳିଛି। ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭେଟିଲା ପରେ ଏଭଳି ଚର୍ଚ୍ଚା ହେଉଛି। ଆଜିର ସାକ୍ଷାତ ବେଳେ ବିଜେପୁର ଉପନିର୍ବାଚନ ପରିଚାଳନା ଏବଂ ବିଜ୍ଞପ୍ତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି। ଗତ ମାସ ୪ଟି ରାଜ୍ୟର ୫ଟି ବିଧାନସଭା ଉପନିର୍ବାଚନ ନେଇ […]

odisha-govt-declar-special-packgee-for-bijapur

Rakesh Mallick
  • Published: Friday, 01 December 2017
  • Updated: 01 December 2017, 09:07 PM IST

Sports

Latest News

ଭୁବବନେଶ୍ୱର(ଓଡ଼ିଶା ରିପୋର୍ଟର): ଡିସେମ୍ୱରରେ ହୋଇପାରେ ବିଜେପୁର ଉପ ନିର୍ବାଚନ। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଏଭଳି ସୂଚନା ମିଳିଛି। ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭେଟିଲା ପରେ ଏଭଳି ଚର୍ଚ୍ଚା ହେଉଛି। ଆଜିର ସାକ୍ଷାତ ବେଳେ ବିଜେପୁର ଉପନିର୍ବାଚନ ପରିଚାଳନା ଏବଂ ବିଜ୍ଞପ୍ତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି।

ଗତ ମାସ ୪ଟି ରାଜ୍ୟର ୫ଟି ବିଧାନସଭା ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ବିଜେପୁର ଏଥିରେ ସ୍ଥାନ ପାଇନଥିଲା। ଗତ ଅଗଷ୍ଟ ୨୨ରେ ସୁବଳ ସାହୁଙ୍କ ଦେହାନ୍ତ ହେବା ପରେ ଅଗଷ୍ଟ ୨୪ରେ ବିଜେପୁର ଆସନ ଖାଲି ହେବା ନେଇ ବିଧାନସଭାରୁ ଜାରି ହେଲା ବିଜ୍ଞପ୍ତି। ଏହାର ୬ ମାସ ଭିତରେ ନିର୍ବାଚନ ହେବାର ନିୟମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story