ବିଜେପୁର ଉପନିର୍ବାଚନକୁ ନେଇ ବଢ଼ୁଛି ଉଷ୍ମତା; ଆଜିଠୁ କଂଗ୍ରେସର ପ୍ରାର୍ଥୀ ଖୋଜା

ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ବଢୁଛି। ଆଜି କଂଗ୍ରେସ ପର୍ଯ୍ୟବେକ୍ଷକ ମଣ୍ଡଳୀ ବିଜେପୁର ଯାଉଥିବା ବେଳେ ବିଜେପି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ ନେତୃତ୍ୱ ନିକଟକୁ ପଠାଇବ। କଂଗ୍ରେସ ବିଧାୟକ ନବ ଦାସଙ୍କ ନେତୃତ୍ୱରେ ପର୍ଯ୍ୟବେକ୍ଷକ ମଣ୍ଡଳୀ ଆଜି ବରଗଡ଼ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ରୀତା ସାହୁ ବିଜେଡିରେ ଯୋଗ ଦେବା ପରେ ସେଠାରେ କଂଗ୍ରେସର ସ୍ଥିତି କଣ ରହିଛି,କାହାକୁ ପ୍ରାର୍ଥୀ କଲେ ଦଳକୁ ଅଧିକ ଫାଇଦା […]

bjp

bjp

Rakesh Mallick
  • Published: Sunday, 15 October 2017
  • Updated: 15 October 2017, 09:59 AM IST

Sports

Latest News

ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ବଢୁଛି। ଆଜି କଂଗ୍ରେସ ପର୍ଯ୍ୟବେକ୍ଷକ ମଣ୍ଡଳୀ ବିଜେପୁର ଯାଉଥିବା ବେଳେ ବିଜେପି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ ନେତୃତ୍ୱ ନିକଟକୁ ପଠାଇବ। କଂଗ୍ରେସ ବିଧାୟକ ନବ ଦାସଙ୍କ ନେତୃତ୍ୱରେ ପର୍ଯ୍ୟବେକ୍ଷକ ମଣ୍ଡଳୀ ଆଜି ବରଗଡ଼ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ରୀତା ସାହୁ ବିଜେଡିରେ ଯୋଗ ଦେବା ପରେ ସେଠାରେ କଂଗ୍ରେସର ସ୍ଥିତି କଣ ରହିଛି,କାହାକୁ ପ୍ରାର୍ଥୀ କଲେ ଦଳକୁ ଅଧିକ ଫାଇଦା ମିଳିବ ସେନେଇ ଅନୁଧ୍ୟାନ କରି ରିପୋର୍ଟ ଦେବେ ପର୍ଯ୍ୟବେକ୍ଷକ ମଣ୍ଡଳୀ।
ନିର୍ବାଚନୀ ରଣନୀତି ପ୍ରସ୍ତୁତି ନେଇ ଆଜି ଗାଈସିଲଟ୍ ବ୍ଲକ ପାଇଁ ପଦ୍ମପୁରରେ ବୈଠକ କରିବ ବିଜେଡି। ଅଶୋକ ପାଣିଗ୍ରାହୀ ବିଜେପିରେ ମିଶିବା ପରେ ବି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି। ତେବେ ପ୍ରାର୍ଥୀ ଏବଂ ଦଳୀୟ ରଣନୀତି ନେଇ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story