ବିଜୁ ବାବୁଙ୍କ ଉପରେ ବହି ଲେଖିବେ ପ୍ୟାରୀ

ଭୁବନେଶ୍ୱର: ବିଜୁ ବାବୁଙ୍କ ଉପରେ ବହି ଲେଖିବେ ପ୍ୟାରୀ। ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ସାଂସଦ ପ୍ୟାରୀମୋହନ ମହାପାତ୍ର ଏହା କହିଛନ୍ତି। ବିଜୁ ବାବୁଙ୍କ ଉପରେ ଲେଖିଲେ ୧୦ଟି ଭଲ୍ୟୁମ୍‌ରୁ କମ ହେବ ନାହିଁ। ହେଲେ ମୁଁ ଏହାକୁ ୨ଟି ଭଲ୍ୟୁମରେ ଲେଖିବାକୁ ଚେଷ୍ଠା କରୁଛି ବୋଲି ସେ କହିଛନ୍ତି। ବିଜୁ ବାବୁଙ୍କ ବ୍ୟକ୍ତିତ୍ୱ ଓ ତାଙ୍କ ନିଜ ଅନୁଭୂତିକୁ ନେଇ ସେ ଏହି ବହି ଲେଖିବେ ବୋଲି ସେ କହିଛନ୍ତି। ସେ କହିଛନ୍ତି, “ଏହି […]

pyari1

pyari1

Rakesh Mallick
  • Published: Sunday, 17 April 2016
  • Updated: 17 April 2016, 06:10 PM IST

Sports

Latest News

ଭୁବନେଶ୍ୱର: ବିଜୁ ବାବୁଙ୍କ ଉପରେ ବହି ଲେଖିବେ ପ୍ୟାରୀ। ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ସାଂସଦ ପ୍ୟାରୀମୋହନ ମହାପାତ୍ର ଏହା କହିଛନ୍ତି। ବିଜୁ ବାବୁଙ୍କ ଉପରେ ଲେଖିଲେ ୧୦ଟି ଭଲ୍ୟୁମ୍‌ରୁ କମ ହେବ ନାହିଁ। ହେଲେ ମୁଁ ଏହାକୁ ୨ଟି ଭଲ୍ୟୁମରେ ଲେଖିବାକୁ ଚେଷ୍ଠା କରୁଛି ବୋଲି ସେ କହିଛନ୍ତି। ବିଜୁ ବାବୁଙ୍କ ବ୍ୟକ୍ତିତ୍ୱ ଓ ତାଙ୍କ ନିଜ ଅନୁଭୂତିକୁ ନେଇ ସେ ଏହି ବହି ଲେଖିବେ ବୋଲି ସେ କହିଛନ୍ତି।

ସେ କହିଛନ୍ତି, “ଏହି ବହିରୁ ଓଡ଼ିଶାର ଲୋକେ ବୁଝି ପାରିବେ, ବିଜୁ ବାବୁ କ’ଣ ଥିଲେ, ଏବେ କିଛି ଲୋକ କ’ଣ ଅଛନ୍ତି।”

ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ବହିରେ କିଛି ରହିବ ନା ନାହିଁ ପଚରାଯିବାରେ ସେ ରୋକଠୋକ ମନା କରିଦେଇଛନ୍ତି। ତେବେ ନବୀନ ସରକାରରେ ଯୁବପୀଢିଙ୍କୁ ପ୍ରାଧାନ୍ୟ ଦିଆଯିବା ଭଲ କଥା ବୋଲି ସେ କହିଥିଲେ।

ସେ କହିଥିଲେ, “ଯୁବକମାନଙ୍କୁ ଆଗକୁ ଆସିବାକୁ ମୁଁ ଉତ୍ସାହିତ କରୁଥିଲି। ଆସିବା ପରେ ରାଜନୀତିରେ କିଏ କେମିତି ହୋଇ ବାହାରିବ, ମୁଁ କେମିତି ଜାଣିବି।’’

ମୋତେ ଡରି ମୁଁ ଯାଉଥିବା ସ୍ଥାନକୁ କୌଣସି ବିଜେଡି ନେତା ଆସୁନାହାନ୍ତି। ଏହା ହୀନ ରାଜନୀତି ଛଡା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story